କଟକରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ, ଯାଞ୍ଚ ବେଳେ ଖଣି ଅଧିକାରୀଙ୍କୁ ଧକ୍କା ଦେଲା ହାଇୱା
କଟକ(କେନ୍ୟୁଜ୍): କଟକରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ । କଟକ ସଦର ଥାନା ନିକଟରେ ବାଲି ଗାଡ଼ି ଅଟକ ରଖି ଯାଞ୍ଚ୍ କରୁଥିବାବେଳେ ଖଣି ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ। ଯାଞ୍ଚ ଚାଲିଥିବାବେଳେ ଖଣି ଅଧିକାରୀଙ୍କୁ ପଛପଟୁ ଧକ୍କା ଦେଇଥିଲା ଏକ ଗାଡି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଖଣି ଅଧିକାରୀ । ଏନେଇ କଟକ ସଦର ଥାନାରେ ଏତଲା ଦିଆଯାଇଛି। ଗୋପାଳପୁର ନିକଟରେ ଥିବା ବିଭିନ୍ନ ବାଲିଘାଟରୁ ବେଆଇନ ଉଠାଣ ହେଉଛି। ଏନେଇ କଟକ ଜିଲ୍ଲା ଖଣି ଅଧିକାରୀ ସମ୍ବିତ […] The post କଟକରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ, ଯାଞ୍ଚ ବେଳେ ଖଣି ଅଧିକାରୀଙ୍କୁ ଧକ୍କା ଦେଲା ହାଇୱା appeared first on KNews Odisha.

କଟକ(କେନ୍ୟୁଜ୍): କଟକରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ । କଟକ ସଦର ଥାନା ନିକଟରେ ବାଲି ଗାଡ଼ି ଅଟକ ରଖି ଯାଞ୍ଚ୍ କରୁଥିବାବେଳେ ଖଣି ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ। ଯାଞ୍ଚ ଚାଲିଥିବାବେଳେ ଖଣି ଅଧିକାରୀଙ୍କୁ ପଛପଟୁ ଧକ୍କା ଦେଇଥିଲା ଏକ ଗାଡି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଖଣି ଅଧିକାରୀ । ଏନେଇ କଟକ ସଦର ଥାନାରେ ଏତଲା ଦିଆଯାଇଛି। ଗୋପାଳପୁର ନିକଟରେ ଥିବା ବିଭିନ୍ନ ବାଲିଘାଟରୁ ବେଆଇନ ଉଠାଣ ହେଉଛି। ଏନେଇ କଟକ ଜିଲ୍ଲା ଖଣି ଅଧିକାରୀ ସମ୍ବିତ ସାହୁଙ୍କ ନେତୃତ୍ବରେ ଯାଞ୍ଚ ଚାଲିଥିବା ସମୟରେ ଖଣି ଅଧିକାରୀଙ୍କୁ ଧକ୍କା ଦେଇଥିଲା ହାଇୱା।
The post କଟକରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ, ଯାଞ୍ଚ ବେଳେ ଖଣି ଅଧିକାରୀଙ୍କୁ ଧକ୍କା ଦେଲା ହାଇୱା appeared first on KNews Odisha.