କଟକରେ ଭୟାବହ ଅଗ୍ନିକାଣ୍ଡ:ଜଳୁଛି ସୁଟକେସ ସୋ'ରୁମ!Fire Erupts In Suitcase Showroom Near Cuttack Dolamundai
କଟକରେ ଭୟାବହ ଅଗ୍ନିକାଣ୍ଡ:ଜଳୁଛି ସୁଟକେସ ସୋ'ରୁମ! କଟକ ଦୋଳମୁଣ୍ଡେଇ ଭିଆପି ସୋ ରୁମ ରେ ବଡ଼ ଧରଣର ଅଗ୍ନିକାଣ୍ଡ ।ସର୍ଟ ସର୍କିଟ ଯୋଗୁ ଘଟିଛି ଏହି ବଡ଼ ଧରଣ ର ଅଗ୍ନିକାଣ୍ଡ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ର ନିଆଁ ଲିଭା କାର୍ଯ୍ୟ ଜାରି ।