କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ନନ୍ଦିଘୋଷ ବ୍ୟୁରୋ : ଭରତପୁର ଥାନାରେ ଜଣେ ବ୍ରିଗେଡିୟରଙ୍କ ଝିଅକୁ, ଜଣେ ମେଜରଙ୍କ ବାନ୍ଧବୀଙ୍କୁ  ଅସଦାରଣ, ନିସ୍ତୁକ ମାଡ଼ ମାରିବା... The post କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି appeared first on .

କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ନନ୍ଦିଘୋଷ ବ୍ୟୁରୋ : ଭରତପୁର ଥାନାରେ ଜଣେ ବ୍ରିଗେଡିୟରଙ୍କ ଝିଅକୁ, ଜଣେ ମେଜରଙ୍କ ବାନ୍ଧବୀଙ୍କୁ  ଅସଦାରଣ, ନିସ୍ତୁକ ମାଡ଼ ମାରିବା ଘଟଣା ସାରା ଦେଶକୁ ଲଜ୍ଜିତ କରିଛି ବୋଲି କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି। ସାରା ଦେଶରେ ପୁଲିସକୁ ରକ୍ଷକରୁ ଭକ୍ଷକ କରିବାର ନୀତି କରୁଛି। ବିଜେପି ସରକାରରେ ମହିଳା ବିରୋଧୀ ଅପରାଧର ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବାରୁ ଏପରି ହେଉଥିବା ଅଭିଯୋଗ କରିଛନ୍ତି ପ୍ରିୟଙ୍କା ଗାନ୍ଧି। ଏପରି ପରିସ୍ଥିତିରେ ସୁରକ୍ଷା ପାଇଁ, ନ୍ୟାୟ ପାଇବାକୁ ମହିଳାମାନେ  କଣ କରିବେ, କାହା ପାଖକୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ଗାନ୍ଧି।

The post କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି appeared first on .