କ’ଣ ଏକ୍ସ ବୟଫ୍ରେଣ୍ଡ୍ ବୀର ପହରିଆ-ସାରାଙ୍କର ହେଲା ପ୍ୟାଚ୍ଅପ ? ଫଟୋ ଦେଖି ଫ୍ୟାନ୍ସ କରୁଛନ୍ତି ପ୍ରଶ୍ମ

ମୁମ୍ଵାଇ ୦୪।୦୫: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ। ତାଙ୍କ ଅଭିନୟ ଏବଂ ଷ୍ଟାଇଲିସ୍‌ ଅନ୍ଦାଜ୍‌ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। କିନ୍ତୁ ଏଥର ସାରା ଅଲି ଖାନ ଡେଟିଂ ଗୁଜବ ହେତୁ ଚର୍ଚ୍ଚାର ଅଂଶ ପାଲଟିଛନ୍ତି। ହଁ ... ସାରା ଅଲି ଖାନଙ୍କ ଲଣ୍ଡନ ଛୁଟିର କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ନିଜ ସାଙ୍ଗମାନଙ୍କ ସହିତ ମଜା କରୁଥିବାର ନଜର ଆସିଛନ୍ତି । କିନ୍ତୁ ଗୋଟିଏ ଫଟୋ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଯେଉଁଥିରେ ସାରା ଅଲି ଖାନ ତାଙ୍କ ପୂର୍ବତନ ପ୍ରେମିକ ବୀର ପହରିଆଙ୍କ ସହ ନଜର ଆସିଛନ୍ତି। ସମସ୍ତ ସୋସିଆଲ ମିଡିଆରେ ସାରା ଏବଂ ବୀରଙ୍କ ଫଟୋ ଭାଇରାଲ ହେଉଛି । Are Sara Ali Khan and veer paharia come back together. they are holidaying with friends in London byu/Virtual_Tiger_9338 inBollyBlindsNGossipସାରା ଇନଷ୍ଟାଗ୍ରାମ ଷ୍ଟୋରୀ ସେସନରେ ଲଣ୍ଡନ ଛୁଟିର ଫଟୋ ପୋଷ୍ଟ କରିଥିଲେ । ସେଥିମଧ୍ୟରୁ ଗୋଟିଏ ଥିଲା ବୀର ପହରିଆ ସହିତ । ବର୍ତ୍ତମାନ ସେହି ଫଟୋ ରେଡ୍ଡିଟ୍‌ରେ ଭାଇରାଲ୍ ହେଉଛି । ଫଟୋରେ ସାରା ଅଲି ଖାନ ନିଜ ସାଙ୍ଗମାନଙ୍କ ସହିତ ପିଜା ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ସାରା ଅଲି ଖାନ ଏବଂ ତାଙ୍କ ପୂର୍ବତନ ପ୍ରେମିକ ବୀରଙ୍କ ଫଟୋ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛି।View this post on InstagramA post shared by Janhvi Kapoor (@jan

କ’ଣ ଏକ୍ସ ବୟଫ୍ରେଣ୍ଡ୍ ବୀର ପହରିଆ-ସାରାଙ୍କର ହେଲା ପ୍ୟାଚ୍ଅପ ? ଫଟୋ ଦେଖି ଫ୍ୟାନ୍ସ କରୁଛନ୍ତି ପ୍ରଶ୍ମ

ମୁମ୍ଵାଇ ୦୪।୦୫: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ। ତାଙ୍କ ଅଭିନୟ ଏବଂ ଷ୍ଟାଇଲିସ୍‌ ଅନ୍ଦାଜ୍‌ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। କିନ୍ତୁ ଏଥର ସାରା ଅଲି ଖାନ ଡେଟିଂ ଗୁଜବ ହେତୁ ଚର୍ଚ୍ଚାର ଅଂଶ ପାଲଟିଛନ୍ତି। ହଁ ... ସାରା ଅଲି ଖାନଙ୍କ ଲଣ୍ଡନ ଛୁଟିର କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ନିଜ ସାଙ୍ଗମାନଙ୍କ ସହିତ ମଜା କରୁଥିବାର ନଜର ଆସିଛନ୍ତି । କିନ୍ତୁ ଗୋଟିଏ ଫଟୋ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଯେଉଁଥିରେ ସାରା ଅଲି ଖାନ ତାଙ୍କ ପୂର୍ବତନ ପ୍ରେମିକ ବୀର ପହରିଆଙ୍କ ସହ ନଜର ଆସିଛନ୍ତି। ସମସ୍ତ ସୋସିଆଲ ମିଡିଆରେ ସାରା ଏବଂ ବୀରଙ୍କ ଫଟୋ ଭାଇରାଲ ହେଉଛି ।

 

Are Sara Ali Khan and veer paharia come back together. they are holidaying with friends in London 
byu/Virtual_Tiger_9338 inBollyBlindsNGossip


ସାରା ଇନଷ୍ଟାଗ୍ରାମ ଷ୍ଟୋରୀ ସେସନରେ ଲଣ୍ଡନ ଛୁଟିର ଫଟୋ ପୋଷ୍ଟ କରିଥିଲେ । ସେଥିମଧ୍ୟରୁ ଗୋଟିଏ ଥିଲା ବୀର ପହରିଆ ସହିତ । ବର୍ତ୍ତମାନ ସେହି ଫଟୋ ରେଡ୍ଡିଟ୍‌ରେ ଭାଇରାଲ୍ ହେଉଛି । ଫଟୋରେ ସାରା ଅଲି ଖାନ ନିଜ ସାଙ୍ଗମାନଙ୍କ ସହିତ ପିଜା ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ସାରା ଅଲି ଖାନ ଏବଂ ତାଙ୍କ ପୂର୍ବତନ ପ୍ରେମିକ ବୀରଙ୍କ ଫଟୋ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛି।



ବୀରଙ୍କ ସହ ସାରାଙ୍କ ଡେଟିଂ ଗୁଜବ ଫଟୋ ଭାଇରାଲ ହେବା ପରେ ନେଟେନିଜେନ୍ସ ପୁଣିଥରେ ଅଭିନେତ୍ରୀଙ୍କ ପ୍ରେମ ଜୀବନ ବିଷୟରେ କଳ୍ପନା କରିବା ଆରମ୍ଭ କରି ଦେଇଛନ୍ତି। କହିବାକୁ ଗଲେ, ସାରା ଏବଂ ବୀର ଏକାଠି ହେବା ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ଯେତେବେଳେ ଜାହ୍ନବୀ କପୁର ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବ କାର୍ଯ୍ୟର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ସେତେବେଳେ ସାରା ଏବଂ ବୀର ଏକାଠି ନାଚୁଥିବାର ନଜର ଆସିଥିଲେ।