କ’ଣ କହୁଛନ୍ତି ବିଷ୍ଣୁପ୍ରିୟା ଦାସ?

ନୂଆ ସରକାରଙ୍କ ଉପରେ ବର୍ଷୁଛନ୍ତି ମିଶନଶକ୍ତିର ବ୍ଲକ ଲେବଲ ଫେଡେରେସନ୍ ଇସି ସଦସ୍ୟା ବିଷ୍ଣୁପ୍ରିୟା ଦାସ ।

କ’ଣ କହୁଛନ୍ତି ବିଷ୍ଣୁପ୍ରିୟା ଦାସ?

ନୂଆ ସରକାରଙ୍କ ଉପରେ ବର୍ଷୁଛନ୍ତି ମିଶନଶକ୍ତିର ବ୍ଲକ ଲେବଲ ଫେଡେରେସନ୍ ଇସି ସଦସ୍ୟା ବିଷ୍ଣୁପ୍ରିୟା ଦାସ । ଏ ସେହି ପାଓ୍ବାରଫୁଲ ମିଶନଶକ୍ତି ମା, ଯିଏ କେବଳ ଟିଏ ଡିଏ ହଜାରେ ଟଙ୍କା ପାଇ ସରକାରଙ୍କ ପାଇଁ ଥିଲେ ବେଶ ଉତ୍ସର୍ଗୀକୃତ। ତାଙ୍କ କୃତଜ୍ଞତା ଏତେ ଥିଲା ଯେ ଏକଦା ମୟୂରଭଞ୍ଜର ବ୍ୟାଙ୍କ ମିତ୍ର ଭାରତୀ ସିଂହଙ୍କୁ ଚାକିରିରୁ କାଢି ଦେଇଥିଲେ, ଯିଏ ନିଜ ହକ୍ ପାଇଁ ଧାରଣା ଦେବାକୁ ଆସି ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ ।