କଣ୍ଟାବାଞ୍ଜି କାଉନସିଲ ବୈଠକରେ ହଙ୍ଗାମା
କାଉନସିଲ ବୈଠକରେ ଏନଏସି ଅଧ୍ୟକ୍ଷ ଓ ବିଧାୟକ ମଧ୍ୟରେ କଥା କଟାକଟି ହୋଇଥିଲା।
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସି ପକ୍ଷରୁ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବୈଠକରେ ତୁମୁଳକାଣ୍ତ । ଦେଖନ୍ତୁ ପୂରା ରିପୋର୍ଟ।