୭୩୦କୋଟିର ୟୁନିଫର୍ମ ସହାୟତା ଘୋଷଣାକୁ ନେଇ ଘେରିଲେ ବିରୋଧୀ

ରାଜ୍ୟ ତହବିଲରୁ ଖର୍ଚ୍ଚ ହେବ ୭୩୦ କୋଟି। ଡ୍ରେସ୍ ଆଉ ବ୍ଲେଜର ପିନ୍ଧିବେ SHG ସଦସ୍ୟା।ଡ୍ରେସ୍ ପାଇଁ ଦେବେ ହଜାରେ ଟଙ୍କା। ଆଉ ଦେଢ ଲକ୍ଷ କମ୍ୟୁନିଟି ଷ୍ଟାଫଙ୍କୁ ବ୍ଲେଜର ବାବଦକୁ ମିଳିବ ୨ ହଜାର ଟଙ୍କା।