କନଫର୍ମ କଲେ ରଶ୍ମିକା ମନ୍ଦାନା ! ବିଜୟ ଦେବରକୋଣ୍ଡାଙ୍କ ହିଁ ତାଙ୍କ ‘ବୟଫ୍ରେଣ୍ଡ’

ମୁମ୍ଵାଇ ୨୯।୦୧; ସାଉଥର ସୁନ୍ଦରୀ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ତାଙ୍କ ନାଁକୁ ପ୍ରାୟତଃ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ଯୋଡି ରହିଥାଏ ।  ଏତିକି ହିଁ ନୁହେଁ ସେମାନଙ୍କ ସମ୍ପର୍କକୁ ନେଇ ଅନେକ ଗୁଜବ ପ୍ରଚାରିତ ହୁଏ।ବର୍ତ୍ତମାନ ପର୍ଯ୍ୟନ୍ତ ଦୁହେଁ ସେମାନଙ୍କ ସମ୍ପର୍କକୁ ସହଜରେ ଗ୍ରହଣ କରିନାହାଁନ୍ତି। କିନ୍ତୁ ସେମାନଙ୍କୁ ପ୍ରାୟତଃ ଅନେକ ସ୍ଥାନରେ ସ୍ପଟ୍‌ କରାଯାଇଛି।ପୂର୍ବରୁ ଉଭୟଙ୍କର କିଛି ଫଟୋ ଭାଇରାଲ ହୋଇଥିଲା । ନିକଟରେ ରଶ୍ମିକା ଏକ ସାକ୍ଷାତକାରରେ ତାଙ୍କ ସମ୍ପର୍କକୁ କିଛି କହିଛନ୍ତି। ଯେତେବେଳେ ତାଙ୍କୁ ପଚରାଗଲା କି ସେ ସିଙ୍ଗଲ୍ ଅଛନ୍ତି କି ନାହିଁ, ସେ ନିଜକୁ 'ପାର୍ଟନର୍' ବୋଲି କହିଥିଲେ। କାହା ସହ ସମ୍ପର୍କରେ ଅଛନ୍ତି ବୋଲି ହିଣ୍ଟ ଦେଇଥିଲେ।ରଶ୍ମିକା ଆହୁରି  କହିଛନ୍ତି, “ଘର ମୋର ଖୁସିର ସ୍ଥାନ। ମତେ ଯେତେ ନେମ୍‌ ଫେମ୍‌ ମିଳୁ ପଛେ, ମୁଁ କିନ୍ତୁ ଗୋଟିଏ  ଝିଅ, ଭଉଣୀ ଏବଂ ସାଥୀଟିଏ। ଜଣେ ପାର୍ଟନର୍ ପାଖରେ ତାଙ୍କୁ କ’ଣ ସବୁଠାରୁ ଅଧିକ ଆକର୍ଷଣ କରେ ଏନେଇ ସେ କହିଛନ୍ତି, “ମୁଁ ସେହି ଲୋକମାନଙ୍କ ପ୍ରତି ଆକର୍ଷିତ, ଯାହା ପାଖରେ ସୁନ୍ଦର ହସ ଅଛି ଏବଂ ଯେଉଁମାନେ ସେମାନଙ୍କ ଆଖପାଖରେ ଥିବା ଲୋକଙ୍କୁ ସମ୍ମାନ କରନ୍ତି। 

କନଫର୍ମ କଲେ ରଶ୍ମିକା ମନ୍ଦାନା ! ବିଜୟ ଦେବରକୋଣ୍ଡାଙ୍କ ହିଁ ତାଙ୍କ ‘ବୟଫ୍ରେଣ୍ଡ’

ମୁମ୍ଵାଇ ୨୯।୦୧; ସାଉଥର ସୁନ୍ଦରୀ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ତାଙ୍କ ନାଁକୁ ପ୍ରାୟତଃ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ଯୋଡି ରହିଥାଏ ।  ଏତିକି ହିଁ ନୁହେଁ ସେମାନଙ୍କ ସମ୍ପର୍କକୁ ନେଇ ଅନେକ ଗୁଜବ ପ୍ରଚାରିତ ହୁଏ।

ବର୍ତ୍ତମାନ ପର୍ଯ୍ୟନ୍ତ ଦୁହେଁ ସେମାନଙ୍କ ସମ୍ପର୍କକୁ ସହଜରେ ଗ୍ରହଣ କରିନାହାଁନ୍ତି। କିନ୍ତୁ ସେମାନଙ୍କୁ ପ୍ରାୟତଃ ଅନେକ ସ୍ଥାନରେ ସ୍ପଟ୍‌ କରାଯାଇଛି।

ପୂର୍ବରୁ ଉଭୟଙ୍କର କିଛି ଫଟୋ ଭାଇରାଲ ହୋଇଥିଲା । ନିକଟରେ ରଶ୍ମିକା ଏକ ସାକ୍ଷାତକାରରେ ତାଙ୍କ ସମ୍ପର୍କକୁ କିଛି କହିଛନ୍ତି। ଯେତେବେଳେ ତାଙ୍କୁ ପଚରାଗଲା କି ସେ ସିଙ୍ଗଲ୍ ଅଛନ୍ତି କି ନାହିଁ, ସେ ନିଜକୁ 'ପାର୍ଟନର୍' ବୋଲି କହିଥିଲେ। କାହା ସହ ସମ୍ପର୍କରେ ଅଛନ୍ତି ବୋଲି ହିଣ୍ଟ ଦେଇଥିଲେ।

ରଶ୍ମିକା ଆହୁରି  କହିଛନ୍ତି, “ଘର ମୋର ଖୁସିର ସ୍ଥାନ। ମତେ ଯେତେ ନେମ୍‌ ଫେମ୍‌ ମିଳୁ ପଛେ, ମୁଁ କିନ୍ତୁ ଗୋଟିଏ  ଝିଅ, ଭଉଣୀ ଏବଂ ସାଥୀଟିଏ। ଜଣେ ପାର୍ଟନର୍ ପାଖରେ ତାଙ୍କୁ କ’ଣ ସବୁଠାରୁ ଅଧିକ ଆକର୍ଷଣ କରେ ଏନେଇ ସେ କହିଛନ୍ତି, “ମୁଁ ସେହି ଲୋକମାନଙ୍କ ପ୍ରତି ଆକର୍ଷିତ, ଯାହା ପାଖରେ ସୁନ୍ଦର ହସ ଅଛି ଏବଂ ଯେଉଁମାନେ ସେମାନଙ୍କ ଆଖପାଖରେ ଥିବା ଲୋକଙ୍କୁ ସମ୍ମାନ କରନ୍ତି।