କନିଷ୍ଠ ଶିକ୍ଷକ ନିଯୁକ୍ତି: ଜିଲାୱାରି ଚୂଡ଼ାନ୍ତ ତାଲିକା ପ୍ରକାଶ
ଭୁବନେଶ୍ୱର,୬।୮(ଅସମାପିକା ସାହୁ):କନିଷ୍ଠ ଶିକ୍ଷକ(ସ୍କିମାଟିକ) ନିଯୁକ୍ତି ପାଇଁ ଜିଲାୱାରି ଚୂଡ଼ାନ୍ତ ତାଲିକା ସୋମବାର ପ୍ରକାଶ ପାଇଛି। କେବଳ ୩ଟି ଜିଲାକୁ ଛାଡ଼ି ବାକି ସମସ୍ତ ଜିଲାର ୱେବ୍ସାଇଟ୍ରେ ତାଲିକା ଉପଲବ୍ଧ ହୋଇଛି। ଜିଲାପାଳଙ୍କ ମୋହର ପରେ ଉକ୍ତ ୩ଟି ଜିଲାର ତାଲିକା ମଙ୍ଗଳବାର ୱେବ୍ସାଇଟରେ ପ୍ରକାଶ ପାଇବ ବୋଲି ଓ ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଏହାପରେ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ଅନଲାଇନ୍ରେ କାଉନସେଲିଂ ହେବ। କାଉନସେଲିଂ ସମ୍ପର୍କରେ ସମ୍ପୃକ୍ତ […] The post କନିଷ୍ଠ ଶିକ୍ଷକ ନିଯୁକ୍ତି: ଜିଲାୱାରି ଚୂଡ଼ାନ୍ତ ତାଲିକା ପ୍ରକାଶ appeared first on Dharitri Odia News.
ଭୁବନେଶ୍ୱର,୬।୮(ଅସମାପିକା ସାହୁ):କନିଷ୍ଠ ଶିକ୍ଷକ(ସ୍କିମାଟିକ) ନିଯୁକ୍ତି ପାଇଁ ଜିଲାୱାରି ଚୂଡ଼ାନ୍ତ ତାଲିକା ସୋମବାର ପ୍ରକାଶ ପାଇଛି। କେବଳ ୩ଟି ଜିଲାକୁ ଛାଡ଼ି ବାକି ସମସ୍ତ ଜିଲାର ୱେବ୍ସାଇଟ୍ରେ ତାଲିକା ଉପଲବ୍ଧ ହୋଇଛି। ଜିଲାପାଳଙ୍କ ମୋହର ପରେ ଉକ୍ତ ୩ଟି ଜିଲାର ତାଲିକା ମଙ୍ଗଳବାର ୱେବ୍ସାଇଟରେ ପ୍ରକାଶ ପାଇବ ବୋଲି ଓ ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଏହାପରେ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ଅନଲାଇନ୍ରେ କାଉନସେଲିଂ ହେବ। କାଉନସେଲିଂ ସମ୍ପର୍କରେ ସମ୍ପୃକ୍ତ ଜିଲା ୱେବ୍ସାଇଟ ସମେତ ଓସେପା ୱେବସାଇଟରେ ବିଜ୍ଞପ୍ତି ପ୍ରକାଶ ପାଇବ। ଖାଲି ଥିବା ବିଦ୍ୟାଳୟରେ ମୋଟ ୧୮ ହଜାର ୭୮୮ ଶିକ୍ଷକ ନିଯୁକ୍ତି ପାଇଁ କାଉନସେଲିଂ କରାଯିବ।
The post କନିଷ୍ଠ ଶିକ୍ଷକ ନିଯୁକ୍ତି: ଜିଲାୱାରି ଚୂଡ଼ାନ୍ତ ତାଲିକା ପ୍ରକାଶ appeared first on Dharitri Odia News.