‘ମଉଜ କରିବାକୁ ମୋଦି ଜନ୍ମ ହୋଇନି’, ନଓ୍ବାଡାରେ ଗର୍ଜିଲେ ମୋଦି
ନଓ୍ବାଡା,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିହାରର ନଓ୍ବାଡାରେ ବଡ଼ ରାଲି କରିଛନ୍ତି। ନଓ୍ବାଡାରେ ତାଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ସାମିଲ ଅଛନ୍ତି। ମୋଦି ବିଶାଳ ଜନସମାବେଶକୁ ସମ୍ବୋଧିତ କରି ବିରୋଧୀ ଦଳଙ୍କ ଉପରେ ବର୍ଷିଛନ୍ତି। ମୋଦି କହିଛନ୍ତି, ‘ମଉଜ କରିବାକୁ ମୋଦି ଜନ୍ମ ହୋଇନାହିଁ। ମୋର କେବଳ ଗୋଟିଏ ମିଶନ, ତାହା ହେଉଛି ଦେଶରୁ ଗରିବ ଦୂରିକରଣ କରିବା’। ମୋଦି ଆହୁରି କହିଛନ୍ତି, ଆମେ ୧୦ବର୍ଷରେ ଯେତିକି ହାସଲ କରିଛୁ ସେତିକି […] The post ‘ମଉଜ କରିବାକୁ ମୋଦି ଜନ୍ମ ହୋଇନି’, ନଓ୍ବାଡାରେ ଗର୍ଜିଲେ ମୋଦି appeared first on Dharitri Odia News.
ନଓ୍ବାଡା,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିହାରର ନଓ୍ବାଡାରେ ବଡ଼ ରାଲି କରିଛନ୍ତି। ନଓ୍ବାଡାରେ ତାଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ସାମିଲ ଅଛନ୍ତି। ମୋଦି ବିଶାଳ ଜନସମାବେଶକୁ ସମ୍ବୋଧିତ କରି ବିରୋଧୀ ଦଳଙ୍କ ଉପରେ ବର୍ଷିଛନ୍ତି। ମୋଦି କହିଛନ୍ତି, ‘ମଉଜ କରିବାକୁ ମୋଦି ଜନ୍ମ ହୋଇନାହିଁ। ମୋର କେବଳ ଗୋଟିଏ ମିଶନ, ତାହା ହେଉଛି ଦେଶରୁ ଗରିବ ଦୂରିକରଣ କରିବା’।
ମୋଦି ଆହୁରି କହିଛନ୍ତି, ଆମେ ୧୦ବର୍ଷରେ ଯେତିକି ହାସଲ କରିଛୁ ସେତିକି ସ୍ବାଧୀନତା ପରେ ୬୦ବର୍ଷରେ ସେତିକି କରିପାରି ନ ଥିଲୁ। ଇଣ୍ଡିଆ ମେଣ୍ଟ ମୋଦିର ଗ୍ୟାରେଣ୍ଟିକୁ ନେଇ ଚିନ୍ତାରେ ଅଛି। ସେହିପରି ବିହାରର କ୍ରମବିକାଶକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ପ୍ରଶଂସା କରିଛନ୍ତି।
The post ‘ମଉଜ କରିବାକୁ ମୋଦି ଜନ୍ମ ହୋଇନି’, ନଓ୍ବାଡାରେ ଗର୍ଜିଲେ ମୋଦି appeared first on Dharitri Odia News.