କନ୍ଦନ ମୁର୍ମୁଙ୍କୁ ଗୁରୁଦାୟିତ୍ୱ
ଭୁବନେଶ୍ୱର, ୧୯।୬(ତପନ ସ୍ବାଇଁ): ଅଲ୍ ଇଣ୍ଡିଆ ପୋଲିସ (ଏଆଇପି) ଜୁଡୋ କ୍ଲଷ୍ଟର ଚାମ୍ପିୟନଶିପ୍ ଚଳିତମାସ ୨୪ରୁ ୩୦ ପର୍ଯ୍ୟନ୍ତ ଆସାମର ଗୁଆହାଟୀରେ ଅନୁଷ୍ଠିତ ହେବ। ଜୁଡୋ ଫେଡେରେଶନ ଅଫ୍ ଇଣ୍ଡିଆ ପକ୍ଷରୁ ଓଡ଼ିଶାର କନ୍ଦନ ମୁର୍ମୁଙ୍କୁ ଏହି ପ୍ରତିଯୋଗିତା ପାଇଁ ଜୁରିଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଫିସିଆଲଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିବା କନ୍ଦନ ଅଲ୍ ଇଣ୍ଡିଆ ପୋଲିସ ଜୁଡୋ କ୍ଲଷ୍ଟର ଚାମ୍ପିୟନଶିପ ପାଇଁ ଜୁରିଭାବେ ନିଯୁକ୍ତି ପାଇଥିବାରୁ […] The post କନ୍ଦନ ମୁର୍ମୁଙ୍କୁ ଗୁରୁଦାୟିତ୍ୱ appeared first on Dharitri Odia News.
ଭୁବନେଶ୍ୱର, ୧୯।୬(ତପନ ସ୍ବାଇଁ): ଅଲ୍ ଇଣ୍ଡିଆ ପୋଲିସ (ଏଆଇପି) ଜୁଡୋ କ୍ଲଷ୍ଟର ଚାମ୍ପିୟନଶିପ୍ ଚଳିତମାସ ୨୪ରୁ ୩୦ ପର୍ଯ୍ୟନ୍ତ ଆସାମର ଗୁଆହାଟୀରେ ଅନୁଷ୍ଠିତ ହେବ। ଜୁଡୋ ଫେଡେରେଶନ ଅଫ୍ ଇଣ୍ଡିଆ ପକ୍ଷରୁ ଓଡ଼ିଶାର କନ୍ଦନ ମୁର୍ମୁଙ୍କୁ ଏହି ପ୍ରତିଯୋଗିତା ପାଇଁ ଜୁରିଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଫିସିଆଲଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିବା କନ୍ଦନ ଅଲ୍ ଇଣ୍ଡିଆ ପୋଲିସ ଜୁଡୋ କ୍ଲଷ୍ଟର ଚାମ୍ପିୟନଶିପ ପାଇଁ ଜୁରିଭାବେ ନିଯୁକ୍ତି ପାଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି।
The post କନ୍ଦନ ମୁର୍ମୁଙ୍କୁ ଗୁରୁଦାୟିତ୍ୱ appeared first on Dharitri Odia News.