କନ୍ଧମାଳରେ ଭରା ନଦୀ ପାର ହେଇ ଯାଉଛନ୍ତି ୧୦୦ ରୁ ଉର୍ଦ୍ଧ ଗ୍ରାମବାସୀ ! No Bridge to Cross River , Kandhamal

କନ୍ଧମାଳରେ ଭରା ନଦୀ ପାର ହେଇ ଯାଉଛନ୍ତି ୧୦୦ ରୁ ଉର୍ଦ୍ଧ ଗ୍ରାମବାସୀ ! ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଅଞ୍ଚଳବାସୀ।କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଗୁଞ୍ଜିବାଡି ପଞ୍ଚାୟତରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। No Bridge