କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ
ହାଇଦ୍ରାବାଦ: ସରକାରୀ ତୈଳ କମ୍ପାନୀଗୁଡ଼ିକ ୨୦୨୫ ନବରାତ୍ରି ଅବସରରେ ଜନସାଧାରଣଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସୂଚନା ଅନୁଯାୟୀ, ୧୯ କି.ଗ୍ରା. କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ଏକ ବଡ଼ ହ୍ରାସ ଘଟିଛି। ମାର୍ଚ୍ଚ ମାସରେ ଅର୍ଥାତ୍ ହୋଲି ପୂର୍ବରୁ କମ୍ପାନୀଗୁଡ଼ିକ ୬ଟଙ୍କା ବୃଦ୍ଧି କରିଥିଲେ। ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ତୈଳ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ କରିଛନ୍ତି। […] The post କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ appeared first on Odisha.News.
ହାଇଦ୍ରାବାଦ: ସରକାରୀ ତୈଳ କମ୍ପାନୀଗୁଡ଼ିକ ୨୦୨୫ ନବରାତ୍ରି ଅବସରରେ ଜନସାଧାରଣଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସୂଚନା ଅନୁଯାୟୀ, ୧୯ କି.ଗ୍ରା. କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ଏକ ବଡ଼ ହ୍ରାସ ଘଟିଛି। ମାର୍ଚ୍ଚ ମାସରେ ଅର୍ଥାତ୍ ହୋଲି ପୂର୍ବରୁ କମ୍ପାନୀଗୁଡ଼ିକ ୬ଟଙ୍କା ବୃଦ୍ଧି କରିଥିଲେ। ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।
ତୈଳ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ କରିଛନ୍ତି। ଏହି ହ୍ରାସ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଆଜିଠାରୁ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ୟ ୧୭୬୨ ଟଙ୍କା ହୋଇଛି।
The post କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ appeared first on Odisha.News.