କମିଶନରେଟ୍ ପୋଲିସର ସେଫ୍ ସିଟି ଡ୍ରାଇଭ, ୧୧ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର ୧୬।୧୧ : ଆକ୍ସନରେ କମିଶନରେଟ୍‌ ପୋଲିସ । ଗତ ୪୮ ଘଣ୍ଟା ମଧ୍ୟରେ ୧୧ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କ ନିକଟରୁ ବିଭିନ୍ନ ସାମଗ୍ରୀ ଜବତ ମଧ୍ୟ କରିଛି ପୋଲିସ ।ଖବର ଅନୁଯାୟୀ, ରାଜଧାନୀର ବିଭିନ୍ନ ଥାନାରେ ଏହି ସବୁ ଅପରାଧୀଙ୍କ ନାଁରେ ମାମଲା ରହିଛି । ଅଭିଯୋଗକୁ ଆଧାର କରି କମିଶନରେଟ୍‌ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସେଫ୍‌ ସିଟି ଡ୍ରାଇଭ । ଏହିକ୍ରମରେ ଗତ ୪୮ ଘଣ୍ଟା ମଧ୍ୟରେ ପୋଲିସ ୧୧ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ସେମାନଙ୍କ ନିକଟରୁ ସୁନା ଚେନ୍‌, କାର୍‌, ବାଇକ୍‌ , ୨୦ଟି ମୋବାଇଲ୍‌ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । 

କମିଶନରେଟ୍ ପୋଲିସର ସେଫ୍ ସିଟି ଡ୍ରାଇଭ, ୧୧ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର ୧୬।୧୧ : ଆକ୍ସନରେ କମିଶନରେଟ୍‌ ପୋଲିସ । ଗତ ୪୮ ଘଣ୍ଟା ମଧ୍ୟରେ ୧୧ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କ ନିକଟରୁ ବିଭିନ୍ନ ସାମଗ୍ରୀ ଜବତ ମଧ୍ୟ କରିଛି ପୋଲିସ ।

ଖବର ଅନୁଯାୟୀ, ରାଜଧାନୀର ବିଭିନ୍ନ ଥାନାରେ ଏହି ସବୁ ଅପରାଧୀଙ୍କ ନାଁରେ ମାମଲା ରହିଛି । ଅଭିଯୋଗକୁ ଆଧାର କରି କମିଶନରେଟ୍‌ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସେଫ୍‌ ସିଟି ଡ୍ରାଇଭ । ଏହିକ୍ରମରେ ଗତ ୪୮ ଘଣ୍ଟା ମଧ୍ୟରେ ପୋଲିସ ୧୧ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ସେମାନଙ୍କ ନିକଟରୁ ସୁନା ଚେନ୍‌, କାର୍‌, ବାଇକ୍‌ , ୨୦ଟି ମୋବାଇଲ୍‌ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।