କମୁନାହିଁ କରୋନା ସଂକ୍ରମଣ ସଂଖ୍ୟା: ୨୪ ଘଣ୍ଟାରେ ୬୪୦ ନୂଆ ମାମଲା ରେକର୍ଡ, କେରଳରେ ଆଉ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ,୨୨।୧୧: କେରଳରେ କରୋନା ଭାଇରସର ନୂଆ ଭରିଆଣ୍ଟ ଜେଏନ୍.୧ ସଂକ୍ରମଣ ମାମଲା ଆସିବା ପରେ କେରଳରେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୬୪୦ଟି ନୂଆ ମାମଲା ରେକର୍ଡ କରାଯାଇଛି। ଯେଉଁଥିରୁ କେବଳ କେରଳରେ ୨୬୫ ଆକ୍ରାନ୍ତ ଅଛନ୍ତି । ଏହା ବ୍ୟତୀତ କେରଳରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଦେଶରେ ବର୍ତ୍ତମାନ ୨୯୯୭ଟି ସକ୍ରିୟ ମାମଲା ରହିଛି। […] The post କମୁନାହିଁ କରୋନା ସଂକ୍ରମଣ ସଂଖ୍ୟା: ୨୪ ଘଣ୍ଟାରେ ୬୪୦ ନୂଆ ମାମଲା ରେକର୍ଡ, କେରଳରେ ଆଉ ଜଣଙ୍କର ମୃତ୍ୟୁ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୧୧: କେରଳରେ କରୋନା ଭାଇରସର ନୂଆ ଭରିଆଣ୍ଟ ଜେଏନ୍.୧ ସଂକ୍ରମଣ ମାମଲା ଆସିବା ପରେ କେରଳରେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୬୪୦ଟି ନୂଆ ମାମଲା ରେକର୍ଡ କରାଯାଇଛି। ଯେଉଁଥିରୁ କେବଳ କେରଳରେ ୨୬୫ ଆକ୍ରାନ୍ତ ଅଛନ୍ତି । ଏହା ବ୍ୟତୀତ କେରଳରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଦେଶରେ ବର୍ତ୍ତମାନ ୨୯୯୭ଟି ସକ୍ରିୟ ମାମଲା ରହିଛି।
ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ଆରମ୍ଭ କରିବାକୁ ଏବଂ ାକ୍ତରଖାନା କିମ୍ବା ଜନଗହଳି ପୂର୍ଣ୍ଣ ସ୍ଥାନରୁ ଫେରିବା ପରେ ସାନିଟାଇଜର ବ୍ୟବହାର କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଦୁଇ ଦିନ ପୂର୍ବେ କର୍ନାଟକରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସଂକ୍ରମଣକୁ ନେଇ ଚିନ୍ତା ବଢିବାରେ ଲାଗିଛି। କେରଳରେ ମାମଲା ବୃଦ୍ଧି ହେତୁ ପଡୋଶୀ ରାଜ୍ୟ ତାମିଲନାଡୁ, କର୍ନାଟକ ଏବଂ ଗୋଆରେ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି।
The post କମୁନାହିଁ କରୋନା ସଂକ୍ରମଣ ସଂଖ୍ୟା: ୨୪ ଘଣ୍ଟାରେ ୬୪୦ ନୂଆ ମାମଲା ରେକର୍ଡ, କେରଳରେ ଆଉ ଜଣଙ୍କର ମୃତ୍ୟୁ appeared first on Dharitri Odia News.