କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ, ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ହାତୀପଲ

ମୟୂରଭଞ୍ଜ: କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ। ଗୋଠ ଛଡ଼ା ହୋଇ ବୁଲୁଛନ୍ତି ୨୭ଟିକିଆ ହାତୀପଲ। ଘରମାବେଡା ସଂରକ୍ଷିତ ଜଙ୍ଗଲରେ... The post କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ, ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ହାତୀପଲ appeared first on .

କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ, ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ହାତୀପଲ

ମୟୂରଭଞ୍ଜ: କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ। ଗୋଠ ଛଡ଼ା ହୋଇ ବୁଲୁଛନ୍ତି ୨୭ଟିକିଆ ହାତୀପଲ। ଘରମାବେଡା ସଂରକ୍ଷିତ ଜଙ୍ଗଲରେ ୧୬ଟି ହାତୀ ଥିବାବେଳେ ଜାମୁବଣୀରେ ୬ଟି, ସୁନାପୋଷିରେ ୪ଟି ଓ ଗୋଟିଏ ଦନ୍ତା ହାତୀ କାଶିଆ ସଂରକ୍ଷିତ ଜଙ୍ଗଲରେ ରହିଛି। କରଞ୍ଜିଆ ବନଖଣ୍ଡକୁ ବର୍ଷ ଯାକ ହାତୀପଲ ଯିବାଆସିବା ରହିଛି।

ହାତୀପଲ ଧାନ ଫସଲ ଏବଂ ପନିପରିବା ଫସଲ ବ୍ୟାପକ ଭାବରେ ଖାଇବା ସହିତ ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ହାତୀ ପଲଙ୍କୁ ଘଉଡାଇବା ପାଇଁ ବନବିଭାଗକୁ ନାକେଦମ୍ ହେବାକୁ ପଡୁଛି। ହାତୀ ଭୟରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

The post କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ, ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ହାତୀପଲ appeared first on .