କର୍ଲାମୁଣ୍ଡା ଅଞ୍ଚଳରେ ୪୪ ହାତୀ: ଚାଷୀ ଆତଙ୍କିତ
କର୍ଲାମୁଣ୍ଡା:୨୧।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଜାପାଟି ଓ ରିଞ୍ଜା ଅଞ୍ଚଳରେ ସୋମବାର ରାତିରୁ ହାତୀପଲ ବୁଲଛନ୍ତି। ଏହାକୁ ସ୍ଥାନୀୟଲୋକେ ଦେଖି ଭୟଭୀତ ହେଉଚନ୍ତିି। କିଛି ଚାଷୀଙ୍କ କାନ୍ଦୁଲ ଚଓ ଧାନ ଫସଲ ନଷ୍ଟ କେରିଛନ୍ତି। ସୂଚନାପାଇ ମ. ରାମପୁର ରେଞ୍ଜ ଭାରପ୍ରାପ୍ତ ଅଧିକାରୀ ଅଶୀତ କୁମାର ଦାସ, ମଦନପୁର ବନପାଳ ସମ୍ପଦ କୁମାର, ସୁରୁଜୁଲି ବନ ରକ୍ଷୀ ସତ୍ୟଭାମା ନାଗଙ୍କ ସମେତ ଅନ୍ୟାନ୍ୟ ଟିମ ମଙ୍ଗଳବାର ସକାଳେ ପହଞ୍ଚି ହାତୀ ମାନଙ୍କୁ ଜଙ୍ଗଲକୁ […] The post କର୍ଲାମୁଣ୍ଡା ଅଞ୍ଚଳରେ ୪୪ ହାତୀ: ଚାଷୀ ଆତଙ୍କିତ appeared first on Dharitri Odia News.
କର୍ଲାମୁଣ୍ଡା:୨୧।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଜାପାଟି ଓ ରିଞ୍ଜା ଅଞ୍ଚଳରେ ସୋମବାର ରାତିରୁ ହାତୀପଲ ବୁଲଛନ୍ତି। ଏହାକୁ ସ୍ଥାନୀୟଲୋକେ ଦେଖି ଭୟଭୀତ ହେଉଚନ୍ତିି। କିଛି ଚାଷୀଙ୍କ କାନ୍ଦୁଲ ଚଓ ଧାନ ଫସଲ ନଷ୍ଟ କେରିଛନ୍ତି।
ସୂଚନାପାଇ ମ. ରାମପୁର ରେଞ୍ଜ ଭାରପ୍ରାପ୍ତ ଅଧିକାରୀ ଅଶୀତ କୁମାର ଦାସ, ମଦନପୁର ବନପାଳ ସମ୍ପଦ କୁମାର, ସୁରୁଜୁଲି ବନ ରକ୍ଷୀ ସତ୍ୟଭାମା ନାଗଙ୍କ ସମେତ ଅନ୍ୟାନ୍ୟ ଟିମ ମଙ୍ଗଳବାର ସକାଳେ ପହଞ୍ଚି ହାତୀ ମାନଙ୍କୁ ଜଙ୍ଗଲକୁ ନେବାକୁ ଉଦ୍ୟମ କରିଥିଲେ। ତେବେ ବନ ବିଭାଗର ଆକଳନ ଅନୁସାରେ ୪୪ଟି ହାତୀ ଥିବା ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଖବର ଲେଖା ସୁଦ୍ଧା ହାତୀ ପଲକୁ କେସିଙ୍ଗା ରେଞ୍ଜ କର୍ମଚାରୀମାନେ ଇନ୍ଦିରାକାନନ ଜଙ୍ଗଲ ପର୍ଯ୍ୟନ୍ତ ଘଉଡ଼ାଇ ଥିବା ସୂଚନା ମିଳିଛି।
The post କର୍ଲାମୁଣ୍ଡା ଅଞ୍ଚଳରେ ୪୪ ହାତୀ: ଚାଷୀ ଆତଙ୍କିତ appeared first on Dharitri Odia News.