କର୍ଲାମୁଣ୍ଡା ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ଙ୍କ ଇସ୍ତଫା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଗ୍ରାମ ପଞ୍ଚାୟତ ର ବିଜେଡି ସଭାପତି ଦୀନବନ୍ଧୁ ସାହୁ ମଙ୍ଗଳବାର ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଇଥିବା ଜଣାପଡିଛି। ସେ ଦୀର୍ଘ ବର୍ଷ ଧରି ବିଜେଡି ର ସକ୍ରିୟ ସଭ୍ୟ ଭାବେ ସଂଘଠନ କୁ ମଜବୁତ କରିବା ନେଇ ସବୁବେଳେ ଉଦ୍ୟମ ଜାରି ରଖିଥିଲେ। ତେବେ ଚଳିତ ନିର୍ବାଚନ ରେ ତାଙ୍କୁ ଅଣଦେଖା କରାଯାଇଥିବା ନେଇ ଅଭିଯୋଗ କରି ବିଜେଡି ଦଳରୁ ଇସ୍ତଫା ଦେଇଥିବା ସୁଚନା ଦେଇଛନ୍ତି। The post କର୍ଲାମୁଣ୍ଡା ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ଙ୍କ ଇସ୍ତଫା appeared first on Odisha.News.

କର୍ଲାମୁଣ୍ଡା ଗ୍ରାମ  ପଞ୍ଚାୟତ  ବିଜେଡି ସଭାପତି ଙ୍କ  ଇସ୍ତଫା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଗ୍ରାମ ପଞ୍ଚାୟତ ର ବିଜେଡି ସଭାପତି ଦୀନବନ୍ଧୁ ସାହୁ ମଙ୍ଗଳବାର ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଇଥିବା ଜଣାପଡିଛି। ସେ ଦୀର୍ଘ ବର୍ଷ ଧରି ବିଜେଡି ର ସକ୍ରିୟ ସଭ୍ୟ ଭାବେ ସଂଘଠନ କୁ ମଜବୁତ କରିବା ନେଇ ସବୁବେଳେ ଉଦ୍ୟମ ଜାରି ରଖିଥିଲେ। ତେବେ ଚଳିତ ନିର୍ବାଚନ ରେ ତାଙ୍କୁ ଅଣଦେଖା କରାଯାଇଥିବା ନେଇ ଅଭିଯୋଗ କରି ବିଜେଡି ଦଳରୁ ଇସ୍ତଫା ଦେଇଥିବା ସୁଚନା ଦେଇଛନ୍ତି।

The post କର୍ଲାମୁଣ୍ଡା ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ଙ୍କ ଇସ୍ତଫା appeared first on Odisha.News.