କଲରାପତରିଆ ବାଘ ଛାଲ ଜବତ ; ଜଣେ ଗିରଫ
ଭୁବନେଶ୍ୱର : ପୁଣି ଜବତ ହେଲା ବାଘ ଛାଲ। କଲରାପତରିଆ ବାଘ ଛାଲ ଜବତ ହୋଇଥିବା ନେଇ ଗୁରୁବାର ଜଣାପଡିଛି। କୁଚିଣ୍ଡା, ଥିଆନଳା ନିକଟରୁ ଦୁଇଟି ବାଘଛାଲ ଜବତ ହୋଇଛି। ଡିଲ ବେଳେ ଅଭିଯୁକ୍ତ ସଂକୀର୍ତ୍ତନ ମୁଣ୍ଡାକୁ ଏସଟିଏଫ ଗିରଫ କରିଛି। ବନ୍ୟଜନ୍ତୁ ଆଇନ ଅଧୀନରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।