କଲେଜ ନିକଟରେ ଚାଲିଗଲା ଯୁବକଙ୍କ ଜୀବନ, ଏନଏଚ ଉପରେ ମନ୍ତ୍ରୀଙ୍କୁ ଘେରିଲେ ଲୋକ, ଆଉ ତା’ ପରେ…
ଢେଙ୍କାନାଳ,୧୪।୯: ଢେଙ୍କାନାଳରେ କଲେଜ ବାଇପାସ ନିକଟରେ ଟ୍ରକ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ। ମହିଷାପାଟ ବାଇପାସ ନିକଟରେ ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି। ତେବେ ଏହି ଘଟଣା ପରେ ଘଟଣାସ୍ଥଳରେ ବିବାଦ ତେଜିବାରେ ଲାଗିଛି। ସେହି ରାସ୍ତା ଦେଇ ଯାଉଥିବା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କୁ ଲୋକେ ଗେରି ଯାଇଛନ୍ତି। ସୂଚନାଥାଉ କି, ସହରରେ ୨ଟି ପୃଥକ ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖାଯାଇଛି। ଉତ୍ତ୍ୟକ୍ତ ଲୋକ NH ଅବରୋଧ କରିଦେଇଛନ୍ତି। ମହିଷାପାଟ ବାଇପାସ ନିକଟରେ […] The post କଲେଜ ନିକଟରେ ଚାଲିଗଲା ଯୁବକଙ୍କ ଜୀବନ, ଏନଏଚ ଉପରେ ମନ୍ତ୍ରୀଙ୍କୁ ଘେରିଲେ ଲୋକ, ଆଉ ତା’ ପରେ… appeared first on Dharitri Odia News.
ଢେଙ୍କାନାଳ,୧୪।୯: ଢେଙ୍କାନାଳରେ କଲେଜ ବାଇପାସ ନିକଟରେ ଟ୍ରକ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ। ମହିଷାପାଟ ବାଇପାସ ନିକଟରେ ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି। ତେବେ ଏହି ଘଟଣା ପରେ ଘଟଣାସ୍ଥଳରେ ବିବାଦ ତେଜିବାରେ ଲାଗିଛି। ସେହି ରାସ୍ତା ଦେଇ ଯାଉଥିବା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କୁ ଲୋକେ ଗେରି ଯାଇଛନ୍ତି।
ସୂଚନାଥାଉ କି, ସହରରେ ୨ଟି ପୃଥକ ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖାଯାଇଛି। ଉତ୍ତ୍ୟକ୍ତ ଲୋକ NH ଅବରୋଧ କରିଦେଇଛନ୍ତି। ମହିଷାପାଟ ବାଇପାସ ନିକଟରେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ ହୋଇଛି।
The post କଲେଜ ନିକଟରେ ଚାଲିଗଲା ଯୁବକଙ୍କ ଜୀବନ, ଏନଏଚ ଉପରେ ମନ୍ତ୍ରୀଙ୍କୁ ଘେରିଲେ ଲୋକ, ଆଉ ତା’ ପରେ… appeared first on Dharitri Odia News.