କଳାକାରମାନଙ୍କ ସହାୟତା ରାଶି ୨୦୦୦ ଟଙ୍କାକୁ ବୃଦ୍ଧି, ଆସନ୍ତା ୨୦ ରୁ ୨୫ ତାରିଖ ମଧ୍ୟରେ ମିଳିବ

କଳାକାରମାନଙ୍କ ସହାୟତା ରାଶି ବୃଦ୍ଧି । କଳାକାରମାନଙ୍କ ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର । କଳାକାରମାନଙ୍କୁ ମିଳିବ ୨୦୦୦ ଟଙ୍କା ସହାୟତା ରାଶି । ୧୨୦୦ ଟଙ୍କା ପରିବର୍ତ୍ତେ ପାଇବେ ୨ ହଜାର ଟଙ୍କା ସହାୟତା । ୮୦ ବର୍ଷରୁ ଅଧିକ ବୟସ୍କ ହୋଇଥିଲେ ପାଇବେ ୨୫୦୦ ଟଙ୍କା । ୮୦ ହଜାର କଳାକାର ହେବେ ଉପକୃତ । ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ମିଳିବ ବର୍ଦ୍ଧିତ ରାଶି । The post କଳାକାରମାନଙ୍କ ସହାୟତା ରାଶି ୨୦୦୦ ଟଙ୍କାକୁ ବୃଦ୍ଧି, ଆସନ୍ତା ୨୦ ରୁ ୨୫ ତାରିଖ ମଧ୍ୟରେ ମିଳିବ appeared first on KNews Odisha.

କଳାକାରମାନଙ୍କ ସହାୟତା ରାଶି ୨୦୦୦ ଟଙ୍କାକୁ ବୃଦ୍ଧି, ଆସନ୍ତା ୨୦ ରୁ ୨୫ ତାରିଖ ମଧ୍ୟରେ ମିଳିବ
cm

କଳାକାରମାନଙ୍କ ସହାୟତା ରାଶି ବୃଦ୍ଧି । କଳାକାରମାନଙ୍କ ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର । କଳାକାରମାନଙ୍କୁ ମିଳିବ ୨୦୦୦ ଟଙ୍କା ସହାୟତା ରାଶି । ୧୨୦୦ ଟଙ୍କା ପରିବର୍ତ୍ତେ ପାଇବେ ୨ ହଜାର ଟଙ୍କା ସହାୟତା । ୮୦ ବର୍ଷରୁ ଅଧିକ ବୟସ୍କ ହୋଇଥିଲେ ପାଇବେ ୨୫୦୦ ଟଙ୍କା । ୮୦ ହଜାର କଳାକାର ହେବେ ଉପକୃତ । ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ମିଳିବ ବର୍ଦ୍ଧିତ ରାଶି ।

The post କଳାକାରମାନଙ୍କ ସହାୟତା ରାଶି ୨୦୦୦ ଟଙ୍କାକୁ ବୃଦ୍ଧି, ଆସନ୍ତା ୨୦ ରୁ ୨୫ ତାରିଖ ମଧ୍ୟରେ ମିଳିବ appeared first on KNews Odisha.