ପନ୍ଦର ଫୁଟ ତଳକୁ ଖସିଲା କାର, ଯୁବକ ମୃତ
ଲମତାପୁଟ : ଭାରସାମ୍ୟ ହରାଇ ପନ୍ଦର ଫୁଟ ତଳକୁ ଖସିଲା କାର । ଘଟଣା ସ୍ଥଳରେ ଯୁବକ ମୃତ, ଅନ୍ୟ ୩ ଗୁରୁତର ଆହତ । ଏଭଳି ଦୁଃଖଦ ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲା ମୁଚିମପୁଟ ଥାନା ଅସରଡା ଘାଟିରେ । ମୃତକ ହେଲେ କୋରାପୁଟ ଜିଲ୍ଳା ବୈପାରିଗୁଡା ଗାଁର ଉମା ଶଙ୍କର ଭୂୟାଁ l ଆଜି ସକାଳେ କାରରେ ଚାରି ଜଣ ସାଙ୍ଗ ହୋଇ ଆନ୍ଧ୍ର ପ୍ରଦେଶ ଅଞ୍ଚଳକୁ ବୁଲିବାକୁ ଯାଉଥିଲେ l […] The post ପନ୍ଦର ଫୁଟ ତଳକୁ ଖସିଲା କାର, ଯୁବକ ମୃତ appeared first on KNews Odisha.

ଲମତାପୁଟ : ଭାରସାମ୍ୟ ହରାଇ ପନ୍ଦର ଫୁଟ ତଳକୁ ଖସିଲା କାର । ଘଟଣା ସ୍ଥଳରେ ଯୁବକ ମୃତ, ଅନ୍ୟ ୩ ଗୁରୁତର ଆହତ । ଏଭଳି ଦୁଃଖଦ ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲା ମୁଚିମପୁଟ ଥାନା ଅସରଡା ଘାଟିରେ । ମୃତକ ହେଲେ କୋରାପୁଟ ଜିଲ୍ଳା ବୈପାରିଗୁଡା ଗାଁର ଉମା ଶଙ୍କର ଭୂୟାଁ l ଆଜି ସକାଳେ କାରରେ ଚାରି ଜଣ ସାଙ୍ଗ ହୋଇ ଆନ୍ଧ୍ର ପ୍ରଦେଶ ଅଞ୍ଚଳକୁ ବୁଲିବାକୁ ଯାଉଥିଲେ l ଏହି ସମୟରେ ଅସରଡା ଗାଁ ନିକଟ ଘାଟିରେ ଭରାସାମ୍ୟ ହରାଇ ଗାଡ଼ିଟି ରାସ୍ତା ତଳକୁ ଥିବା ପନ୍ଦର ଫୁଟ ଚାଷ ଜମିରେ ଖସି ପଡିଥିଲା l ଆହତ ସିଦ୍ଧାନ୍ତ ମହାନ୍ତିଙ୍କ ଚିକିତ୍ସା ଚାଲିଥିବା ବେଳେ ରାକେଶ ମହାନ୍ତି ଓ ଦୀପକ ଗୌଡ଼ ସୁସ୍ଥ ଅଛନ୍ତି l
The post ପନ୍ଦର ଫୁଟ ତଳକୁ ଖସିଲା କାର, ଯୁବକ ମୃତ appeared first on KNews Odisha.