କଳାପଥର ଶିଶୁମନ୍ଦିରରେ ସାହିତ୍ୟ ଆଲୋଚନାଚକ୍ର
କଳାପଥର (ବାଙ୍କୀ ):ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ସରସ୍ବତୀ ଶିଶୁମନ୍ଦିର ପରିସରରେ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା. କଳାପଥରସ୍ଥ ଅନ୍ୱେଷଣ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ସାହିତ୍ୟ ଆଲୋଚନା ଚକ୍ର ରେ ପ୍ରଯୋଜକ ରାଜ୍ୟସ୍ତରୀୟ ସାହିତ୍ୟ ସମ୍ପର୍କର କବି ଓ ଲେଖକ ମାନଙ୍କର ମାଧ୍ୟମରେ ଏକ ସ୍ଵଳ୍ପ କାଳୀନ କେନ୍ଦ୍ରିଭୁତ ପାଠ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବାଙ୍କୀ ବ୍ଲକ ପୂର୍ବତନ ଚେୟାରମ୍ୟାନ ଇଁ ସତ୍ୟନାରାୟଣ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ […]

କଳାପଥର (ବାଙ୍କୀ ):ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ସରସ୍ବତୀ ଶିଶୁମନ୍ଦିର ପରିସରରେ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା. କଳାପଥରସ୍ଥ ଅନ୍ୱେଷଣ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ସାହିତ୍ୟ ଆଲୋଚନା ଚକ୍ର ରେ ପ୍ରଯୋଜକ ରାଜ୍ୟସ୍ତରୀୟ ସାହିତ୍ୟ ସମ୍ପର୍କର କବି ଓ ଲେଖକ ମାନଙ୍କର ମାଧ୍ୟମରେ ଏକ ସ୍ଵଳ୍ପ କାଳୀନ କେନ୍ଦ୍ରିଭୁତ ପାଠ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବାଙ୍କୀ ବ୍ଲକ ପୂର୍ବତନ ଚେୟାରମ୍ୟାନ ଇଁ ସତ୍ୟନାରାୟଣ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।