କଳାମାଟିରୁ “ଘର ଘର ଶଙ୍ଖ ପରିବାର ସମ୍ପର୍କ ଅଭିଯାନ” ଶୁଭାରମ୍ଭ

ଚିପିଲିମା,୮/୨ ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କଳାମାଟି ଗ୍ରାମରେବ ବିଜେଡି ପକ୍ଷରୁ “ଘର ଘର ଶଙ୍ଖ ପରିବାର ସମ୍ପର୍କ “ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି l ଏହି ଅବସରରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଘରକୁ ଘର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟ ଓ ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ପ୍ରତ୍ୟେକ ପରିବାର ଲୋକଙ୍କୁ ବାର୍ତ୍ତା ଦିଆଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମ ରେ, […] The post କଳାମାଟିରୁ “ଘର ଘର ଶଙ୍ଖ ପରିବାର ସମ୍ପର୍କ ଅଭିଯାନ” ଶୁଭାରମ୍ଭ appeared first on Odisha.News.

କଳାମାଟିରୁ “ଘର ଘର ଶଙ୍ଖ ପରିବାର ସମ୍ପର୍କ ଅଭିଯାନ” ଶୁଭାରମ୍ଭ

ଚିପିଲିମା,୮/୨ ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କଳାମାଟି ଗ୍ରାମରେବ ବିଜେଡି ପକ୍ଷରୁ “ଘର ଘର ଶଙ୍ଖ ପରିବାର ସମ୍ପର୍କ “ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି l ଏହି ଅବସରରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଘରକୁ ଘର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟ ଓ ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ପ୍ରତ୍ୟେକ ପରିବାର ଲୋକଙ୍କୁ ବାର୍ତ୍ତା ଦିଆଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମ ରେ, ବରିଷ୍ଠ କର୍ମୀ ଏମ ବି ସତ୍ୟନାରାୟଣ,ଜିଲ୍ଲା ପରିଷଦ ସୁଦର୍ଶନ ହରିପାଳ, ରେଙ୍ଗାଲି ଜିଲ୍ଲା ପରିଷଦ ଦେବ ନାରାୟଣ ତିୱାରୀ, ଜିଲ୍ଲା ସମ୍ପାଦକ ଜିତୁ ମିଶ୍ର, ଏସସିଏସଟି ସେଲ ଜିଲ୍ଲା ସଭାପତି ମୋତିଲାଲ ତନ୍ତୀ, ରାଜ୍ୟ ପରିଷଦ ସଦସ୍ୟ ତଥା ରାଜ୍ୟ ଯୁଗ୍ମ ସମ୍ପାଦକ ଇଂ ଦିଲୀପ କୁମାର ଦୁରିଆ, କଳାମାଟି ପୂର୍ବତନ ସରପଞ୍ଚ ଶ୍ରୀହରୀ ନାଗ, ମୋନିକା ବେହେରା, ଲକ୍ଷ୍ମୀ ବେହେରା, କରଡୋଳା ନାଏବ ସରପଞ୍ଚ ପାର୍ବତୀ ସାମଲ, କୁଦ ଗୁଣ୍ଡେରପୁର ସମିତି ସଭ୍ୟ ବିଶ୍ଵାମିତ୍ର ପତି, ମହିଳା ନେତ୍ରୀ ସାବିତ୍ରୀ ରଥ ପ୍ରମୁଖ ଯୋଗଦାନ କରି ଅଭିଯାନ ରେ ସାମିଲ ଥିଲେ l

The post କଳାମାଟିରୁ “ଘର ଘର ଶଙ୍ଖ ପରିବାର ସମ୍ପର୍କ ଅଭିଯାନ” ଶୁଭାରମ୍ଭ appeared first on Odisha.News.