କାଠଯୋଡ଼ିରେ ବୁଡ଼ି ଦୁଇ ଇଞ୍ଜିନିୟରଙ୍କ ଚାଲିଗଲା ଜୀବନ! One Engineer Drowns, Another Missing In Kathajodi.

ପୁଣି କଟକ କାଠଯୋଡିରେ ଅଘଟଣ । ବୁଡିଗଲେ ଦୁଇ ଯୁବକ । ତେବେ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ ବର୍ତ୍ତମାନ ସୁଦ୍ଧା ନିଖୋଜ । ସିଡ଼ିଏ ୧୦ ନଂ ବୁରୁଜ ନିକଟରେ ଘଟିଛି ଏଭଳି ଅଘଟଣ । One Engineer Drowns, Another Missing In