କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର । ଏକାସାଙ୍ଗରେ ଜନ୍ମ ହୋଇ ଏକାସାଙ୍ଗରେ ଚାଲିଗଲେ ୨ଭଉଣୀ ।
ପାଣିରେ ବୁଡି ଜୀବନ ହାରିଲେ ୨ ଭଉଣୀ,ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗାନ୍ଧୀ ଛକରେ ନିକଟରେ ଘଟିଛି ଏହି ଅଘଟଣ | ଘର ପାଖରେ ଖେଳୁଥିବା ବେଳେ ପରିବାର ଲୋକଙ୍କ ଅଜାଣତରେ ପାଣିରେ ବୁଡି ଯାଇଥିଲେ ଦୁଇ ଭଉଣୀ | ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଶୋକ