କାମ୍ୟା ସର୍ବକନିଷ୍ଠ ଭାରତୀୟ ଏଭରେଷ୍ଟ ଆରୋହୀ

ମୁମ୍ବଇ: ବିଶ୍ବର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ ଆରୋହଣ କରିବାରେ ମୁମ୍ବଇର କାମ୍ୟା କାର୍ତ୍ତିକେୟନ ଭାରତର ସର୍ବକନିଷ୍ଠ ପର୍ବତାରୋହୀଭାବେ ମାନ୍ୟତାଲାଭ କରିଛନ୍ତି। ନେପାଳ ପଟରୁ ଏଭରେଷ୍ଟ ଆରୋହଣ କରିବାରେ ୧୬ ବର୍ଷୀୟା କାମ୍ୟା ଏଭଳି ରେକର୍ଡର ଅଧିକାରୀ ହୋଇପାରିଛନ୍ତି ବୋଲି ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି। କାମ୍ୟା ବର୍ତ୍ତମାନ ମୁମ୍ବଇର ନେଭି ଚିଲଡ୍ରେନ୍‌ସ ସ୍କୁଲରେ ଦ୍ବାଦଶ ଶ୍ରେଣୀରେ ପଢୁଥିବାବେ​‌େ​‌ଳ ତାଙ୍କ ପିତା କମୋଡର ଏସ.କାର୍ତ୍ତିକେୟନ ଭାରତୀୟ ନୌସେନାରେ କାର୍ଯ୍ୟରତ ଅଛନ୍ତି। କାମ୍ୟା ଏହି ସଫଳତା ମେ‘ ୨୦ରେ ହାସଲ […]

କାମ୍ୟା ସର୍ବକନିଷ୍ଠ ଭାରତୀୟ ଏଭରେଷ୍ଟ ଆରୋହୀ

ମୁମ୍ବଇ: ବିଶ୍ବର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ ଆରୋହଣ କରିବାରେ ମୁମ୍ବଇର କାମ୍ୟା କାର୍ତ୍ତିକେୟନ ଭାରତର ସର୍ବକନିଷ୍ଠ ପର୍ବତାରୋହୀଭାବେ ମାନ୍ୟତାଲାଭ କରିଛନ୍ତି। ନେପାଳ ପଟରୁ ଏଭରେଷ୍ଟ ଆରୋହଣ କରିବାରେ ୧୬ ବର୍ଷୀୟା କାମ୍ୟା ଏଭଳି ରେକର୍ଡର ଅଧିକାରୀ ହୋଇପାରିଛନ୍ତି ବୋଲି ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି। କାମ୍ୟା ବର୍ତ୍ତମାନ ମୁମ୍ବଇର ନେଭି ଚିଲଡ୍ରେନ୍‌ସ ସ୍କୁଲରେ ଦ୍ବାଦଶ ଶ୍ରେଣୀରେ ପଢୁଥିବାବେ​‌େ​‌ଳ ତାଙ୍କ ପିତା କମୋଡର ଏସ.କାର୍ତ୍ତିକେୟନ ଭାରତୀୟ ନୌସେନାରେ କାର୍ଯ୍ୟରତ ଅଛନ୍ତି। କାମ୍ୟା ଏହି ସଫଳତା ମେ‘ ୨୦ରେ ହାସଲ କରିଛନ୍ତି।