କାର୍ ଭିତରୁ କୋଟିରୁ ଅଧିକ ଟଙ୍କାର ରୁପା, କିଏ କରୁଥିଲା ରାଞ୍ଜିକୁ ଚାଲାଣ ?

ରୁପା ଇଟାର ଆନୁମାନିକ ମୂଲ୍ୟ କୋଟିରୁ ଅଧିକ ଟଙ୍କା ହେବ । ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି । ସେମାନେ କୌଣସି ବିଲ୍ ଦେଖାଇ ପାରିନାହାନ୍ତି ।

କାର୍ ଭିତରୁ କୋଟିରୁ ଅଧିକ ଟଙ୍କାର ରୁପା, କିଏ କରୁଥିଲା ରାଞ୍ଜିକୁ ଚାଲାଣ ?
Array