କାର୍ ଭିତରେ ଯନ୍ତ୍ରୀଙ୍କ ମୃତଦେହ, ପୋଲିସର ତଦନ୍ତ ଆରମ୍ଭ

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ବରଗଡ ସହର ଉପକଣ୍ଠ ହଳଦୀପାଲି ଛକରେ ଏକ ହୁଣ୍ଡାଇ କ୍ରେଟା ଗାଡି ଭିତରେ ଶୁକ୍ରବାର ସକାଳୁ ଜଣେ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ମୃତ ଯନ୍ତ୍ରୀ ହେଲେ, ଚଦ୍ର ଶେଖର ଝାଡ଼ିଆ । ସେ ବରଗଡ଼ ଜିଲା ବରପାଲି ବ୍ଲକରେ କାର୍ଯ୍ୟରତ ଥିଲେ। ତାଙ୍କ ଶରୀର ବିଭିନ୍ନ ସ୍ଥାନରେ ଜଳି ପୋଡି ଯାଇଥିବା ପରିଲକ୍ଷିତ ହୋଇଛି। ସେହିପରି କାରରେ ଲାଗିଥିବା ଏସି ଖରାପ ଥିବା ଯୋଗୁଁ ଏସି ସଟସର୍କିଟ ଯୋଗୁଁ […] The post କାର୍ ଭିତରେ ଯନ୍ତ୍ରୀଙ୍କ ମୃତଦେହ, ପୋଲିସର ତଦନ୍ତ ଆରମ୍ଭ appeared first on Dharitri Odia News.

କାର୍ ଭିତରେ ଯନ୍ତ୍ରୀଙ୍କ ମୃତଦେହ, ପୋଲିସର ତଦନ୍ତ ଆରମ୍ଭ

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ବରଗଡ ସହର ଉପକଣ୍ଠ ହଳଦୀପାଲି ଛକରେ ଏକ ହୁଣ୍ଡାଇ କ୍ରେଟା ଗାଡି ଭିତରେ ଶୁକ୍ରବାର ସକାଳୁ ଜଣେ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ମୃତ ଯନ୍ତ୍ରୀ ହେଲେ, ଚଦ୍ର ଶେଖର ଝାଡ଼ିଆ । ସେ ବରଗଡ଼ ଜିଲା ବରପାଲି ବ୍ଲକରେ କାର୍ଯ୍ୟରତ ଥିଲେ। ତାଙ୍କ ଶରୀର ବିଭିନ୍ନ ସ୍ଥାନରେ ଜଳି ପୋଡି ଯାଇଥିବା ପରିଲକ୍ଷିତ ହୋଇଛି। ସେହିପରି କାରରେ ଲାଗିଥିବା ଏସି ଖରାପ ଥିବା ଯୋଗୁଁ ଏସି ସଟସର୍କିଟ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ପୋଲିସ୍ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

The post କାର୍ ଭିତରେ ଯନ୍ତ୍ରୀଙ୍କ ମୃତଦେହ, ପୋଲିସର ତଦନ୍ତ ଆରମ୍ଭ appeared first on Dharitri Odia News.