କାର୍କୁ ଧକ୍କା ଦେଲା ବାଲି ବୋଝେଇ ହାଇୱା, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର
କଟକ ୨୩।୩: କଟକ ଫୁଲନଖରା ଜାତୀୟ ରାଜପଥ ଓଭର ବ୍ରିଜ ଉପରେ କାରକୁ ଧକ୍କା ଦେଲା ବାଲି ବୋଝେଇ ହାଇୱା ଟ୍ରକ୍ । ଦୁର୍ଘଟଣାରେ ଗୋଟିଏ ପରିବାରର ଲୋକେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ନେଇ ସୂଚନା ମିଳିଛି । ଗାଡ଼ି ମଧ୍ୟରେ ଛୋଟ ପିଲାକୁ ମିଶାଇ ଚାରି ଜଣ ବ୍ୟକ୍ତି ଥିଲେ । ଭୁବନେଶ୍ଵରରୁ କଟକ ଆଡ଼କୁ ଆସୁଥିବା ଏକ କାର୍କୁ ଧକ୍କା ଦେଇଥିଲା ହାଇୱା ଟ୍ରକ୍ । ଏହି ଦୁର୍ଘଟଣା ଫଳରେ ଜାତୀୟ ରାଜପଥ ଉପରେ ଟ୍ରାଫିକ୍ ଜାମ୍ ହେବାକୁ ଲାଗିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି ।You Can Read :ଲାଞ୍ଚୁଆ RIଙ୍କୁ ୪ବର୍ଷ ଜେଲ୍, ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଥିଲେ
କଟକ ୨୩।୩: କଟକ ଫୁଲନଖରା ଜାତୀୟ ରାଜପଥ ଓଭର ବ୍ରିଜ ଉପରେ କାରକୁ ଧକ୍କା ଦେଲା ବାଲି ବୋଝେଇ ହାଇୱା ଟ୍ରକ୍ । ଦୁର୍ଘଟଣାରେ ଗୋଟିଏ ପରିବାରର ଲୋକେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ନେଇ ସୂଚନା ମିଳିଛି । ଗାଡ଼ି ମଧ୍ୟରେ ଛୋଟ ପିଲାକୁ ମିଶାଇ ଚାରି ଜଣ ବ୍ୟକ୍ତି ଥିଲେ ।
ଭୁବନେଶ୍ଵରରୁ କଟକ ଆଡ଼କୁ ଆସୁଥିବା ଏକ କାର୍କୁ ଧକ୍କା ଦେଇଥିଲା ହାଇୱା ଟ୍ରକ୍ । ଏହି ଦୁର୍ଘଟଣା ଫଳରେ ଜାତୀୟ ରାଜପଥ ଉପରେ ଟ୍ରାଫିକ୍ ଜାମ୍ ହେବାକୁ ଲାଗିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି ।
You Can Read :
ଲାଞ୍ଚୁଆ RIଙ୍କୁ ୪ବର୍ଷ ଜେଲ୍, ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଥିଲେ