କାର୍‌କୁ ଧକ୍କାଦେଲା ହାଇଓ୍ବା : ଜଣେ ମୃତ, ୨ ଜଣ ଗୁରୁତର

ସୁନ୍ଦରଗଡ ୧୩।୩: ସୁନ୍ଦରଗଡରେ ସଡ଼କ ଦୁର୍ଘଟଣା । କାର୍‌କୁ ଧକ୍କା ଦେଲା ହାଇୱା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ୨ ଜଣ ଗୁରୁତର ହୋଇଛନ୍ତି । କାର୍‌କୁ ହାଇଓ୍ବା ଧକ୍କା ଦେବାପରେ ରାସ୍ତା ଉପରେ ଓଲଟି ପଡିଥିଲା।ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଟାଉନ ଥାନା ରାଣୀ ବଗିଚା ବାଇପାସ୍‌ରେ ଦୁର୍ଘଟଣା ଘଟିଛି । ରାଉରକେଲାରୁ ସୁନ୍ଦରଗଡ଼ ଆସୁଥିଲା କାର୍ । କାର୍‌କୁ ହାଇଓ୍ବା ଧକ୍କା ଦେବାପରେ ରାସ୍ତା ଉପରେ ଓଲଟି ପଡିଥିଲା । କାର୍‌ରେ ଆସୁଥିବା ତିନି ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୁନ୍ଦରଗଡ ଟାଉନ୍ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ହାଇଓ୍ବା ଡ୍ରାଇଭର ଫେରାର ହୋଇଯାଇଛି । ମୃତକ ଓ ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ । You Can Read :ଯୁବକଙ୍କ ଗଳାକାଟି ହତ୍ୟା, ଗାଁ ଦାଣ୍ଡରେ ପଡିଛି ମୃତଦେହ

କାର୍‌କୁ ଧକ୍କାଦେଲା ହାଇଓ୍ବା : ଜଣେ ମୃତ, ୨ ଜଣ ଗୁରୁତର

ସୁନ୍ଦରଗଡ ୩: ସୁନ୍ଦରଗଡରେ ସଡ଼କ ଦୁର୍ଘଟଣା । କାର୍‌କୁ ଧକ୍କା ଦେଲା ହାଇୱା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ୨ ଜଣ ଗୁରୁତର ହୋଇଛନ୍ତି । କାର୍‌କୁ ହାଇଓ୍ବା ଧକ୍କା ଦେବାପରେ ରାସ୍ତା ଉପରେ ଓଲଟି ପଡିଥିଲା।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଟାଉନ ଥାନା ରାଣୀ ବଗିଚା ବାଇପାସ୍‌ରେ ଦୁର୍ଘଟଣା ଘଟିଛି । ରାଉରକେଲାରୁ ସୁନ୍ଦରଗଡ଼ ଆସୁଥିଲା କାର୍ । କାର୍‌କୁ ହାଇଓ୍ବା ଧକ୍କା ଦେବାପରେ ରାସ୍ତା ଉପରେ ଓଲଟି ପଡିଥିଲା । କାର୍‌ରେ ଆସୁଥିବା ତିନି ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୁନ୍ଦରଗଡ ଟାଉନ୍ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ହାଇଓ୍ବା ଡ୍ରାଇଭର ଫେରାର ହୋଇଯାଇଛି । ମୃତକ ଓ ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ ।

 You Can Read :

ଯୁବକଙ୍କ ଗଳାକାଟି ହତ୍ୟା, ଗାଁ ଦାଣ୍ଡରେ ପଡିଛି ମୃତଦେହ