କାର୍ଯ୍ୟରେ ଯୋଗଦେଲେ ନୂତନ ଥାନା ଅଧିକାରୀ
ଭଞ୍ଜନଗର,୧୪ା୨(ବାବୁଲା ପ୍ରଧାନ)- ଭଞ୍ଜନଗର ଥାନାର ନୂତନ ଥାନା ଅଧିକାରୀ ଭାବେ ଜୀବନାନନ୍ଦ ଜେନା ଶୁକ୍ରବାର ସନ୍ଧ୍ୟାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କୁ ସହରର ବହୁ ଅନୁଷ୍ଠାନର କର୍ମକର୍ତ୍ତା ଭେଟି ସ୍ବାଗତ ଜଣାଇଛନ୍ତି। ଜେନା କ୍ରାଇମବ୍ରାଞ୍ଚରୁ ଏଠାକୁ ବଦଳି ହୋଇ ଆସିଛନ୍ତି। ସେ ପୂର୍ବରୁ ବଡଗଡ ଥାନା ଅଧିକାରୀ ଭାବେ ବହୁଦିନ କାମ କରିଥିଲେ। The post କାର୍ଯ୍ୟରେ ଯୋଗଦେଲେ ନୂତନ ଥାନା ଅଧିକାରୀ appeared first on Dharitri Odia News.
ଭଞ୍ଜନଗର,୧୪ା୨(ବାବୁଲା ପ୍ରଧାନ)- ଭଞ୍ଜନଗର ଥାନାର ନୂତନ ଥାନା ଅଧିକାରୀ ଭାବେ ଜୀବନାନନ୍ଦ ଜେନା ଶୁକ୍ରବାର ସନ୍ଧ୍ୟାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କୁ ସହରର ବହୁ ଅନୁଷ୍ଠାନର କର୍ମକର୍ତ୍ତା ଭେଟି ସ୍ବାଗତ ଜଣାଇଛନ୍ତି। ଜେନା କ୍ରାଇମବ୍ରାଞ୍ଚରୁ ଏଠାକୁ ବଦଳି ହୋଇ ଆସିଛନ୍ତି। ସେ ପୂର୍ବରୁ ବଡଗଡ ଥାନା ଅଧିକାରୀ ଭାବେ ବହୁଦିନ କାମ କରିଥିଲେ।
The post କାର୍ଯ୍ୟରେ ଯୋଗଦେଲେ ନୂତନ ଥାନା ଅଧିକାରୀ appeared first on Dharitri Odia News.