କାଲି ବାହାରିବ ନିର୍ବାଚନ ତାରିଖ, ସାଧାରଣ ନିର୍ବାଚନ ପାଇଁ ବାଜିବ ବିଗୁଲ୍
ନୂଆଦିଲ୍ଲୀ : କାଲି ବାହାରିବ ନିର୍ବାଚନ ତାରିଖ । ସାଧାରଣ ନିର୍ବାଚନ ପାଇଁ ବାଜିବ ବିଗୁଲ୍ । ଲୋକସଭା ସହ କିଛି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଏକାସଙ୍ଗେ ହେବ ଓଡ଼ିଶା ସମେତ ୪ ରାଜ୍ୟ ବିଧାନସଭା ନିର୍ବାଚନ । ୨୦୧୯ରେ ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ହୋଇଥିଲା । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହୋଇଥିଲା ମତଦାନ । ଏଥର କେତୋଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ ତାଉପରେ ନଜର […] The post କାଲି ବାହାରିବ ନିର୍ବାଚନ ତାରିଖ, ସାଧାରଣ ନିର୍ବାଚନ ପାଇଁ ବାଜିବ ବିଗୁଲ୍ appeared first on KNews Odisha.

ନୂଆଦିଲ୍ଲୀ : କାଲି ବାହାରିବ ନିର୍ବାଚନ ତାରିଖ । ସାଧାରଣ ନିର୍ବାଚନ ପାଇଁ ବାଜିବ ବିଗୁଲ୍ । ଲୋକସଭା ସହ କିଛି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଏକାସଙ୍ଗେ ହେବ ଓଡ଼ିଶା ସମେତ ୪ ରାଜ୍ୟ ବିଧାନସଭା ନିର୍ବାଚନ । ୨୦୧୯ରେ ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ହୋଇଥିଲା । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହୋଇଥିଲା ମତଦାନ । ଏଥର କେତୋଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ ତାଉପରେ ନଜର ରହିଛି ।
The post କାଲି ବାହାରିବ ନିର୍ବାଚନ ତାରିଖ, ସାଧାରଣ ନିର୍ବାଚନ ପାଇଁ ବାଜିବ ବିଗୁଲ୍ appeared first on KNews Odisha.