କାଲି ସକାଳ ଯାଏ ଘଡଘଡି ବର୍ଷା, ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: କାଲି ସକାଳ ଯାଏ ଘଡଘଡି ବର୍ଷା । ବିଜୁଳି ସହ ଘଡଘଡି ବର୍ଷା ପାଇଁ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରିଛି ପାଣିପାଗ ବିଭାଗ । ତା ପରଠୁ ଶୁଖିଲା । ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା ନାହିଁ । ପରେ ୧୧ରୁ ୧୭ ତାରିଖ ଭିତରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲୋ ପ୍ରେସର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆକଳନ କରିଛି ଆଇଏମଡି । ଏହା ଅଧିକ ଘନୀଭୂତ […] The post କାଲି ସକାଳ ଯାଏ ଘଡଘଡି ବର୍ଷା, ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ appeared first on KNews Odisha.

ଭୁବନେଶ୍ୱର: କାଲି ସକାଳ ଯାଏ ଘଡଘଡି ବର୍ଷା । ବିଜୁଳି ସହ ଘଡଘଡି ବର୍ଷା ପାଇଁ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରିଛି ପାଣିପାଗ ବିଭାଗ । ତା ପରଠୁ ଶୁଖିଲା । ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା ନାହିଁ । ପରେ ୧୧ରୁ ୧୭ ତାରିଖ ଭିତରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲୋ ପ୍ରେସର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆକଳନ କରିଛି ଆଇଏମଡି । ଏହା ଅଧିକ ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହୋଇପାରେ । କିନ୍ତୁ କେତେ ଘନୀଭୂତ ହେବ ଏବଂ କେଉଁ ଦିଗରେ ଗତି କରିବ ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ ।
The post କାଲି ସକାଳ ଯାଏ ଘଡଘଡି ବର୍ଷା, ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ appeared first on KNews Odisha.