କାଲିଠୁ କମିବ ବର୍ଷା, ୧୧ରୁ ପୁଣି ସାମାନ୍ୟ ବୃଦ୍ଧି ପାଇବ

ଭୁବନେଶ୍ୱର : କାଲିଠୁ କମିବ, ୧୧ରୁ ପୁଣି ସାମାନ୍ୟ ବୃଦ୍ଧି ପାଇବ ବର୍ଷାର ପରିମାଣ । ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହା ସହ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉପକୂଳ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ […] The post କାଲିଠୁ କମିବ ବର୍ଷା, ୧୧ରୁ ପୁଣି ସାମାନ୍ୟ ବୃଦ୍ଧି ପାଇବ appeared first on KNews Odisha.

କାଲିଠୁ କମିବ ବର୍ଷା, ୧୧ରୁ ପୁଣି ସାମାନ୍ୟ ବୃଦ୍ଧି ପାଇବ
rainfall

ଭୁବନେଶ୍ୱର : କାଲିଠୁ କମିବ, ୧୧ରୁ ପୁଣି ସାମାନ୍ୟ ବୃଦ୍ଧି ପାଇବ ବର୍ଷାର ପରିମାଣ । ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହା ସହ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉପକୂଳ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଓ ଗଜପତିରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି । ୧୧ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ଆଶଙ୍କା ରହିଛି ପାଣିପାଗ ବିଭାଗ ସତର୍କ କରିଛି ।

The post କାଲିଠୁ କମିବ ବର୍ଷା, ୧୧ରୁ ପୁଣି ସାମାନ୍ୟ ବୃଦ୍ଧି ପାଇବ appeared first on KNews Odisha.