କାଲିଠୁ ୨୧ ମଧ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା, ୨୨ ତାରିଖରୁ ବଢିବ ବର୍ଷା

୨୨ ତାରିଖ ରୁ ବଢିବ ବର୍ଷାର ପରିମାଣ ।  ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।  ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁରରେ ପ୍ରବଳ ବର୍ଷା ହୋଇପାରେ ।  ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି ।  ଆସନ୍ତା ୨୪ ଘଣ୍ଟାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।  ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ କିଛି କିଛି ସ୍ଥାନରେ ପ୍ରବଳ […] The post କାଲିଠୁ ୨୧ ମଧ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା, ୨୨ ତାରିଖରୁ ବଢିବ ବର୍ଷା appeared first on KNews Odisha.

କାଲିଠୁ ୨୧ ମଧ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା, ୨୨ ତାରିଖରୁ ବଢିବ ବର୍ଷା
heavy rain

୨୨ ତାରିଖ ରୁ ବଢିବ ବର୍ଷାର ପରିମାଣ ।  ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।  ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁରରେ ପ୍ରବଳ ବର୍ଷା ହୋଇପାରେ ।  ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି ।  ଆସନ୍ତା ୨୪ ଘଣ୍ଟାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।  ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

ଗତ ୨୪ ଘଣ୍ଟାରେ ଢେଙ୍କାନାଳରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି ।  ଅନ୍ୟପଟେ ୨୦୨୪ ଜୁନ୍ ପହିଲାରୁ ସେପ୍ଟେମ୍ବର ୧୮ ମଧ୍ୟରେ ଋତୁକାଳୀନ ବୃଷ୍ଟିପାତ ୯୯୮.୬ ମିଲିମିଟର ହୋଇଛି ।  ଯାହା ସ୍ୱାଭାବିକ ବୃଷ୍ଟିପାତ ୧୦୭୬.୬ ମିଲିମିଟର ଠାରୁ କମ । ଏହି ସମୟ ମଧ୍ୟରେ ଗୋଟିଏ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୧୯ଟି ଜିଲ୍ଲାରେ ସାଧାରଣ ଓ ବାକି ୧୦ଟି ଜିଲ୍ଲାରେ ବର୍ଷା ପରିମାଣ କମ ରହିଛି ।

The post କାଲିଠୁ ୨୧ ମଧ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା, ୨୨ ତାରିଖରୁ ବଢିବ ବର୍ଷା appeared first on KNews Odisha.