କାଳ ହେଲା ଉଧାର ଟଙ୍କା ମାଗିବା...ଦିନ ଦିପହରରେ ଯୁବକଙ୍କୁ ମାରିଦେଲା ପାନ ଦୋକାନୀ
ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ଖଇରା ବଜାରରେ ଘଟିଛି ଏକ ଅଘଟଣ । ଜଣେ ଯୁବକଙ୍କ ଜଣେ ପାନ ଦୋକାନୀଙ୍କ ସହ ଉଧାର ଟଙ୍କାକୁ ନେଇ ବଚସା ହୋଇଥିଲା ପରେ ଦୋକାନୀ ଯୁବକଙ୍କୁ ମାଡ଼ ମାରି ତଳେ ପକାଇଦେଇଥିଲେ। ସ୍ଥାନୀୟ ଲୋକେ ଯୁବକଙ୍କୁ ମେଡିକାଲକୁ