କାଳବୈଶାଖୀ ତାଣ୍ଡବ

#କାଳବୈଶାଖୀ_ତାଣ୍ଡବ ! କିଏ ଜାଣିଥିଲା ସକାଳୁ ସକାଳୁ ଏମିତି ହେବ ବୋଲି। ହଠାତ୍ ସୁ ସୁ ହୋଇ ପବନ ହେଲା। ତା’ ସାଙ୍ଗକୁ କଳାହାଣ୍ଡିଆ ମେଘ ଘୋଟି ଆସିଲା। ରାତି ପରି ଲାଗିଲା ଦିନ। ଆଉ ତାପରେ ରାଜଧାନୀ ଭୁବନେଶ୍ୱରରେ ପବନ ସାଙ୍ଗକୁ ପ୍ରବଳ ବର୍ଷା !

କାଳବୈଶାଖୀ ତାଣ୍ଡବ
Array