କାଳବୈଶାଖି ଆଣିଲା ଆଶ୍ବସ୍ଥି
ଜି.ଉଦୟଗିରି: ଆଜି ଜି.ଉଦୟଗିରି ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ଅଞ୍ଚଳବାସୀ ଆଶ୍ବସ୍ଥି ଅନୁଭବ କରିଥିବା ଜଣାପଡିଛି।ପ୍ରକାଶ ଥାଉକି ଗତ କିଛି ଦିନ ହେଲା ପ୍ରବଳ ଗରମ ଅନୁଭୂତ ହେଉଥିବା କାରଣରୁ ଦିନ ୧୧ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜି.ଉଦୟଗିରି ସହର ଖାଁ ଖାଁ ଲାଗୁଥିବାବେଳେ ଆଜିର କାଳବୈଶାଖି ବର୍ଷା ଲୋକଙ୍କୁ ଗରମରୁ ଆଶ୍ବସ୍ଥି ଆଣିଦେଇଛି।