କାଳବୈଶାଖୀରେ ଉଡ଼ିଗଲା ବିଦ୍ୟାଳୟର ଛପର
ଜୟପୁର,୧୫ା୫(ପବନ ପାଣିଗ୍ରାହୀ): କାଳ ବୈଶାଖୀରେ ଉଡିଛି ଯାଇଛି ଏକ ବିଦ୍ୟାଳୟର ଛାତ । ଜୟପୁର ଅଞ୍ଚଳରେ କାଳ ବୈଶାଖୀ ଯୋଗୁ ପ୍ରବଳ ବର୍ଷା ପବନ ହୋଇଥିଲା। ଫଳରେ ପବନରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡାକକ୍ଷ, ୨୧ ଏବଂ ୨୨ ନଂ. ଶ୍ରେଣୀଗୃହର ଟିଣ ଛପର ଉଡି ଯାଇଛି। ଏପରିକି ସହରରେ ମଧ୍ୟ ଅନେକ ଘର ଛପର ମଧ୍ୟ ଉଡିଯାଇଛି। କେତେକ ସ୍ଥାନରେ ଗଛପଡି ରାସ୍ତା ଅବରୋଧ ହୋଇଛି। ଏଥିଯୋଗୁ ୪ ଘଣ୍ଟା ଧରି ବିଦ୍ୟୁତ୍ ସରାବରାହ […] The post କାଳବୈଶାଖୀରେ ଉଡ଼ିଗଲା ବିଦ୍ୟାଳୟର ଛପର appeared first on Dharitri Odia News.
ଜୟପୁର,୧୫ା୫(ପବନ ପାଣିଗ୍ରାହୀ): କାଳ ବୈଶାଖୀରେ ଉଡିଛି ଯାଇଛି ଏକ ବିଦ୍ୟାଳୟର ଛାତ । ଜୟପୁର ଅଞ୍ଚଳରେ କାଳ ବୈଶାଖୀ ଯୋଗୁ ପ୍ରବଳ ବର୍ଷା ପବନ ହୋଇଥିଲା। ଫଳରେ ପବନରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡାକକ୍ଷ, ୨୧ ଏବଂ ୨୨ ନଂ. ଶ୍ରେଣୀଗୃହର ଟିଣ ଛପର ଉଡି ଯାଇଛି।
ଏପରିକି ସହରରେ ମଧ୍ୟ ଅନେକ ଘର ଛପର ମଧ୍ୟ ଉଡିଯାଇଛି। କେତେକ ସ୍ଥାନରେ ଗଛପଡି ରାସ୍ତା ଅବରୋଧ ହୋଇଛି। ଏଥିଯୋଗୁ ୪ ଘଣ୍ଟା ଧରି ବିଦ୍ୟୁତ୍ ସରାବରାହ ବନ୍ଦ ରହିଥିଲା। ସେହିପରି ଜୟପୁର ପୌରପାଳିକା ପକ୍ଷରୁ ଖରାରୁ ରକ୍ଷା ପାଇବା ପାଇଁ ମୁଖ୍ୟ ଟ୍ରାଫିକ ଛକରେ ନିର୍ମିତ ଅସ୍ଥାୟୀ ଟେଣ୍ଟ ପବନରେ ଉଡିଯାଇଛି।
The post କାଳବୈଶାଖୀରେ ଉଡ଼ିଗଲା ବିଦ୍ୟାଳୟର ଛପର appeared first on Dharitri Odia News.