'କାଶ୍ମୀର ଫାଇଲ୍ସ' ପରେ ଆସିବ 'ଦିଲ୍ଲୀ ଫାଇଲ୍ସ’, ନିର୍ମାତା ବିବେକ ରଞ୍ଜନ ପୋଷ୍ଟ ସେୟାର କରି ଦେଲେ ସୂଚନା
ମୁମ୍ଵାଇ ୦୭।୧୦: ଚଳଚ୍ଚିତ୍ର ନିର୍ମାତା ବିବେକ ରଂଜନ ଅଗ୍ନିହୋତ୍ରୀ। ନିଜ ଚଳଚ୍ଚିତ୍ର ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ବିବାଦୀୟ ପ୍ରସଙ୍ଗ ଉଠାନ୍ତି । 'ଦ ତାସାକନ୍ଦ ଫାଇଲ୍ସ', 'କାଶ୍ମୀର ଫାଇଲ୍ସ' ଏବଂ 'ଭ୍ୟାକ୍ସିନ୍ ୱାର' ଭଳି ସଫଳ ଚଳଚ୍ଚିତ୍ର ନିର୍ମାଣ କରିବା ପରେ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଦିଲ୍ଲୀ ଫାଇଲ୍ସ' ସହିତ ଆଉ ଏକ ରୋଚକ କାହାଣୀ ଆଣିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ର ଘୋଷଣା ହେବା ପର ଠାରୁ ସେ ଲାଇମ୍ ଲାଇଟ୍କୁ ଆସିଛନ୍ତି। ଏହା ବ୍ୟତୀତ ଚଳଚ୍ଚିତ୍ର ନିର୍ମାତା ତାଙ୍କ ଟିମ୍ ସହିତ ଏହାକୁ ସ୍ୱତନ୍ତ୍ର କରିବା ପାଇଁ ଏକ ଦୀର୍ଘ ଏବଂ ତୀବ୍ର ଅନୁସନ୍ଧାନ କରିଛନ୍ତି ।ଏହି ଫିଲ୍ମ ଦୁଇଟି ଭାଗରେ ମୁକ୍ତିଲାଭ କରିବଏହି ଚଳଚ୍ଚିତ୍ର ପାଇଁ 'କାଶ୍ମୀର ଫାଇଲ' ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନିର୍ମାତା ଅଭିଷେକ ଅଗ୍ରୱାଲଙ୍କ ସହ ଅଗ୍ନିହୋତ୍ରୀ ପୁଣିଥରେ ହାତ ମିଳାଇଛନ୍ତି। ଏହି ଚଳଚ୍ଚିତ୍ରଟି ବହୁତ ପ୍ରଶଂସା ପାଇଥିଲା ଏବଂ ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । ଏବେ ନିର୍ମାତାମାନେ ଦୁଇ ଭାଗରେ ନିର୍ମିତ ଫିଲ୍ମ 'ଦିଲ୍ଲୀ ଫାଇଲ୍ସ'ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ 'ଦିଲ୍ଲୀ ଫାଇଲ-ଦ ବଙ୍ଗାଲ ଚାପ୍ଟର' ଅଗଷ୍ଟ ୧୫ ୨୦୨୫ରେ ମୁକ୍ତିଲାଭ କରିବ।MARK YOUR CALENDAR:
ମୁମ୍ଵାଇ ୦୭।୧୦: ଚଳଚ୍ଚିତ୍ର ନିର୍ମାତା ବିବେକ ରଂଜନ ଅଗ୍ନିହୋତ୍ରୀ। ନିଜ ଚଳଚ୍ଚିତ୍ର ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ବିବାଦୀୟ ପ୍ରସଙ୍ଗ ଉଠାନ୍ତି । 'ଦ ତାସାକନ୍ଦ ଫାଇଲ୍ସ', 'କାଶ୍ମୀର ଫାଇଲ୍ସ' ଏବଂ 'ଭ୍ୟାକ୍ସିନ୍ ୱାର' ଭଳି ସଫଳ ଚଳଚ୍ଚିତ୍ର ନିର୍ମାଣ କରିବା ପରେ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଦିଲ୍ଲୀ ଫାଇଲ୍ସ' ସହିତ ଆଉ ଏକ ରୋଚକ କାହାଣୀ ଆଣିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ର ଘୋଷଣା ହେବା ପର ଠାରୁ ସେ ଲାଇମ୍ ଲାଇଟ୍କୁ ଆସିଛନ୍ତି। ଏହା ବ୍ୟତୀତ ଚଳଚ୍ଚିତ୍ର ନିର୍ମାତା ତାଙ୍କ ଟିମ୍ ସହିତ ଏହାକୁ ସ୍ୱତନ୍ତ୍ର କରିବା ପାଇଁ ଏକ ଦୀର୍ଘ ଏବଂ ତୀବ୍ର ଅନୁସନ୍ଧାନ କରିଛନ୍ତି ।
ଏହି ଫିଲ୍ମ ଦୁଇଟି ଭାଗରେ ମୁକ୍ତିଲାଭ କରିବ
ଏହି ଚଳଚ୍ଚିତ୍ର ପାଇଁ 'କାଶ୍ମୀର ଫାଇଲ' ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନିର୍ମାତା ଅଭିଷେକ ଅଗ୍ରୱାଲଙ୍କ ସହ ଅଗ୍ନିହୋତ୍ରୀ ପୁଣିଥରେ ହାତ ମିଳାଇଛନ୍ତି। ଏହି ଚଳଚ୍ଚିତ୍ରଟି ବହୁତ ପ୍ରଶଂସା ପାଇଥିଲା ଏବଂ ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । ଏବେ ନିର୍ମାତାମାନେ ଦୁଇ ଭାଗରେ ନିର୍ମିତ ଫିଲ୍ମ 'ଦିଲ୍ଲୀ ଫାଇଲ୍ସ'ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ 'ଦିଲ୍ଲୀ ଫାଇଲ-ଦ ବଙ୍ଗାଲ ଚାପ୍ଟର' ଅଗଷ୍ଟ ୧୫ ୨୦୨୫ରେ ମୁକ୍ତିଲାଭ କରିବ।
MARK YOUR CALENDAR: August 15, 2025.
After years of research, the story of #TheDelhiFiles is too powerful for one part. We’re excited to bring you The Bengal Chapter – the first of two parts, unveiling a significant chapter in our history.#RightToLife pic.twitter.com/JvrdiTx7xO— Vivek Ranjan Agnihotri (@vivekagnihotri) October 3, 2024
ସୋସିଆଲ ମିଡିଆରେ ଦିଆଯାଇଥିବା ସୂଚନା
ବିବେକ ରଂଜନ ଅଗ୍ନିହୋତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରି କହିଛନ୍ତି 'ଦିଲ୍ଲୀ ଫାଇଲ୍ସ – ତ ବଙ୍ଗାଲ ଚାପ୍ଟର ରିଲିଜ ତାରିଖ ଘୋଷଣା କରିଛନ୍ତି। ସେ କ୍ୟାପସନରେ ମଧ୍ୟ ଲେଖିଛନ୍ତି, 'ତୁମର କ୍ୟାଲେଣ୍ଡରରେ ଅଗଷ୍ଟ ୧୫, ୨୦୨୫କୁ ମାର୍କ କର । ବହୁ ବର୍ଷର ଅନୁସନ୍ଧାନ ପରେ, ଦିଲ୍ଲୀ ଫାଇଲ୍ସର କାହାଣୀ ବହୁତ ଶକ୍ତିଶାଳୀ । ଦୁଇଟି ପାର୍ଟ ମଧ୍ୟରୁ ପ୍ରଥମ ଯାହା ଆମ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଚାପ୍ଟରରୁ ପରଦା ଉଠାଇବୁ ।