କାହିଁକି କାର୍ଯ୍ୟକ୍ଷମ ହୋଇ ପାରୁନି ବଲାଙ୍ଗିର ବଡ ଡାକ୍ତରଖାନା
ଚାରିମାସ ତଳେ ୭୫୦ ଶଯ୍ୟ ବିଶିଷ୍ଟ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଉଦଘାଟନ କରିଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପାଇଁ ଉଦଘାଟନ ତ କରିଦେଲେ ହେଲେ ନୂଆ ହସପିଟାଲ ଆଜିଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ ।