କାହିଁକି କ୍ଷତିରେ ଚାଲୁଛି ଓମଫେଡ୍ ?

ରହୁଛି କି ମାର୍କେଟିଂରେ ସମସ୍ୟା ଓ ପରିଚାଳନାରେ ବିଭ୍ରାଟ୍‌ ?

କାହିଁକି କ୍ଷତିରେ ଚାଲୁଛି ଓମଫେଡ୍ ?

୨ ବର୍ଷ ହେଲା କ୍ଷତିରେ ଚାଲୁଛି ଓମଫେଡ୍: ପ୍ରାଣୀ ସଂପଦ ମନ୍ତ୍ରୀ । ଦେଖନ୍ତୁ ପୂରା ରିପୋର୍ଟ।