କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ ଠେଲକୁଲି ଥାନାରେ  ଏକ କମ୍ପାନୀ କର୍ତ୍ତୃପକ୍ଷ ଏତଲା ଦିଆଯାଇଛି। ଶୁକ୍ରବାର ବିସ୍ଥାପିତଙ୍କ ସମସ୍ୟାକୁ ନେଇ କମ୍ପାନୀ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ । ଏହାକୁ ନେଇ ରବିବାର କମ୍ପାନୀ ପକ୍ଷରୁ ଠେଲକୁଲି ଥାନାରେ ମାମଲା ରୁଜୁ ହୋଇଛି। ଏହାକୁ ଆଧାର କରି ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ, ରେଙ୍ଗାଲି […] The post କାହିଁକି ଦୀପାଳିଙ୍କ ନାଁରେ ଏତଲା?  appeared first on Dharitri Odia News.

କାହିଁକି ଦୀପାଳିଙ୍କ ନାଁରେ ଏତଲା? 
କାହିଁକି ଦୀପାଳିଙ୍କ ନାରେ ଏତଲା?
ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ ଠେଲକୁଲି ଥାନାରେ  ଏକ କମ୍ପାନୀ କର୍ତ୍ତୃପକ୍ଷ ଏତଲା ଦିଆଯାଇଛି।
ଶୁକ୍ରବାର ବିସ୍ଥାପିତଙ୍କ ସମସ୍ୟାକୁ ନେଇ କମ୍ପାନୀ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ ।
ଏହାକୁ ନେଇ ରବିବାର କମ୍ପାନୀ ପକ୍ଷରୁ ଠେଲକୁଲି ଥାନାରେ ମାମଲା ରୁଜୁ ହୋଇଛି। ଏହାକୁ ଆଧାର କରି ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ସମେତ ଅନ୍ୟ ୧୫ ଜଣଙ୍କ ନାମରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।

The post କାହିଁକି ଦୀପାଳିଙ୍କ ନାଁରେ ଏତଲା?  appeared first on Dharitri Odia News.