କାହିଁକି ମନ୍ତ୍ରୀ ହୋଇପାରିଲେନି ଅନୁରାଗ ଠାକୁର?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସରକାର ଗଠନ ସହ 72 ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କୁ ଶପଥ ପଠା କରାଇଛନ୍ତି। ଏହାସହ ମୋଦି 3.0ର କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ମୋଦିଙ୍କ ତୃତୀୟ ପାଳିରେ କେତେକ ଗୁରୁତ୍ବପୂର୍ଣ୍ଣ ନେତା ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି ।