କାହିଁକି ଲୋକସେବା ଭବନର ଗୋଟିଏ ଗୋଟିଏ ବିଭାଗରେ ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି OAS ଅଧିକାରୀ।

ନୂଆ ସରକାର ଆସିବା ପରେ ଏହି ଅଧିକାରୀମାନଙ୍କ ଅବସ୍ଥା କଣ ହେବ, ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।

କାହିଁକି ଲୋକସେବା ଭବନର ଗୋଟିଏ ଗୋଟିଏ ବିଭାଗରେ ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି OAS ଅଧିକାରୀ।

ଦକ୍ଷତା ନା ଚାଟୁକାରିତା ? କାହିଁକି ଲୋକସେବା ଭବନର ଗୋଟିଏ ଗୋଟିଏ ବିଭାଗରେ ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି OAS ଅଧିକାରୀ। ତାଲିକାରେ ଜଣେ କି ଦୁଇ ଜଣ ନୁହେଁ ଗଣ୍ଡା ଗଣ୍ଡା OAS ବାବୁ। ଅନେକ ଅଧିକାରୀ ତ ସିଧାସଳଖ ଦଳୀୟ କାର୍ଯ୍ୟକ୍ରମରେ ବି ଲିପ୍ତ ରହୁଥିଲେ ବୋଲି ଅଭିଯୋଗ ରହିଛି। ତେବେ ନୂଆ ସରକାର ଆସିବା ପରେ ଏହି ଅଧିକାରୀମାନଙ୍କ ଅବସ୍ଥା କଣ ହେବ, ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।