କିଏ ଏହି ୭.୭ ଫୁଟ ଉଚ୍ଚତାର ମଣିଷ ଯିଏ ‘ସ୍ତ୍ରୀ ୨’ରେ ଲୋକଙ୍କୁ ଡରଉଛନ୍ତି
ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ସ୍ତ୍ରୀ ୨’ ଏବେ ହଙ୍ଗାମା କରୁଛି। ଦୀର୍ଘ ଦିନ ପରେ ମଧ୍ୟ ଏହି ଫିଲ୍ମ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେଉଛି। ଏହି ଫିଲ୍ମ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଛି ଏବଂ ୨୫୦ କୋଟି ଟଙ୍କା କ୍ଲବରେ ସାମିଲ୍ ହୋଇଛି। ଏହି ହରର୍-କମେଡି ଫିଲ୍ମରେ ଏକ ମୁଣ୍ଡକଟା ଭୂତ ଦେଖିବାକୁ ମିଳେ, ଯିଏ ସମଗ୍ର ଚାନ୍ଦେରୀରେ ଆତଙ୍କ ସୃଷ୍ଟି କରିଛି। ଲମ୍ବା-ଚଉଡା ଏବଂ ଭୟାନକ ଚେହେରା, ଏହି ଭୂମିକାରେ ଅଭିନୟ କରିଥିବା ଏହି ବ୍ୟକ୍ତି କିଏ? ଆସନ୍ତୁ ଜାଣିବା।