କିଏ କରିବ ପୁଲିସ ବିରୋଧରେ ତଦନ୍ତ ?
ଭରତପୁର ଥାନା ଘଟଣା ପରେ ଏବେ ସମସ୍ତଙ୍କ ମଧ୍ୟରେ ଏହି ଗୋଟିଏ ପ୍ରଶ୍ନ।
ବାଡ ଯଦି କ୍ଷେତ ଖାଏ, ତାହାଲେ ଗୁହାରି କରିବ କାହାକୁ। ଭରତପୁର ଥାନା ଘଟଣା ପରେ ଏବେ ସମସ୍ତଙ୍କ ମଧ୍ୟରେ ଏହି ଗୋଟିଏ ପ୍ରଶ୍ନ। ପୁଲିସ ଯଦି ଜୁଲୁମ କରେ, ତାହାଲେ ତା ବିରୋଧରେ କେଉଁଠି କରି ହେବ ଅଭିଯ଼ୋଗ ? କେମିତି ମିଳିବ ନ୍ୟାୟ ? କିଏ କରିବ ପୁଲିସ ବିରୋଧରେ ତଦନ୍ତ ?