କିଏ ଠିକ୍, ମେଜରଙ୍କ ବାନ୍ଧବୀ ନା ଭୁବନେଶ୍ବର ଡିସିପି ?
ଭରତପୁର ଥାନା କଳଙ୍କିତ ଘଟଣାରେ ପୀଡ଼ିତାଙ୍କ ସଂଗୀନ ଆରୋପ । ଏଣେ ଖାପଖାଉନି ଭୁବନେଶ୍ବର ଡିସିପିଙ୍କ ପୁରୁଣା ବୟାନ । ସାମ୍ନାକୁ ଆସିଲା ଭରତପୁର ଥାନାର ଆଉ ଏକ ମିଛ ପ୍ରମାଣ ।