କିଏ ହେବେ ଆଡଭୋକେଟ ଜେନେରାଲ ?

ରାଜ୍ୟରେ ବିଜେପି ସରକାର ଆସିବା ପରେ ପୂର୍ବତନ ଆଡଭୋକେଟ ଜେନେରାଲ ଅଶୋକ ପରିଜା ଇସ୍ତଫା ଦେଇଥିଲେ ବି ଏପର୍ଯ୍ୟନ୍ତ ଏଭଳି ଏକ ସାମ୍ବିଧାନିକ ପଦ ପୂରଣ ନହେବା ନେଇ ହାଇକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି।

କିଏ ହେବେ ଆଡଭୋକେଟ ଜେନେରାଲ ?

ସାଧାରଣତଃ ସରକାର ବଦଳିଲେ ସରକାରଙ୍କ ପରାମର୍ଶ କ୍ରମେ ନୂଆ ଆଡଭୋକେଟ ଜେନେରାଲ୍ ବା ଏଜି ନିଯୁକ୍ତ ହୁଅନ୍ତି। କ୍ୟାବିନେଟ ପରାମର୍ଶ କ୍ରମେ ନିଯୁକ୍ତି ଦେଇଥାନ୍ତି ରାଜ୍ୟପାଳ। ରାଜ୍ୟରେ ବିଜେପି ସରକାର ଆସିବା ପରେ ପୂର୍ବତନ ଆଡଭୋକେଟ ଜେନେରାଲ ଅଶୋକ ପରିଜା ଇସ୍ତଫା ଦେଇଥିଲେ ବି ଏପର୍ଯ୍ୟନ୍ତ ଏଭଳି ଏକ ସାମ୍ବିଧାନିକ ପଦ ପୂରଣ ନହେବା ନେଇ ହାଇକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ ।